କରିସ୍ମା ଙ୍କର ଝିଅ ସୁନ୍ଦରତାରେ ନିଜ ମା କୁ ବି ପଛରେ ପକାଇ ଦେବେ, ଫୋଟୋ ଦେଖିଲେ ଆପଣଙ୍କ ବି ହୃଦୟରେ ବି କିଛି କିଛି ହେବାକୁ ଲାଗିବ

0
Advertisement

90 ଦଶକ ର ଅଭିନେତ୍ରୀ କରିସ୍ମା ତାଙ୍କ ଫିଲ୍ମ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି | ଗୋବିନ୍ଦା ଓ କରିସ୍ମା ଙ୍କ ଯୋଡି କୁ ଦର୍ଶକେ ଖୁବ ପସନ୍ଦ ମଧ୍ୟ କରିଥିଲେ | କିନ୍ତୁ ସେ ସମୟ ରେ ତାଙ୍କ ର କିଛି ଫିଲ୍ମ ଫ୍ଲପ ମଧ୍ୟ ହେଇଥିଲା | ସେ ନିଜ ର ସୁନ୍ଦରତା , ଅଭିନୟ ର ପାରଦର୍ଶିତା କୁ ନେଇ କୋଟି କୋଟି ଲୋକ ଙ୍କ ର ପ୍ରିୟ ପାତ୍ର ହେଇପାରିଥିଲେ | ଏବଂ ସେ ବିଜନେସମ୍ୟାନ ସଞ୍ଜୟ କପୁର ଙ୍କ ସହ ବିବାହ କରିଥିଲେ | କିନ୍ତୁ ବିବାହ ପରେ ସେ ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ |

କିନ୍ତୁ ବର୍ତମାନ ତ ଷ୍ଟାର କିଡ଼ସ ଙ୍କ ସମୟ ଅଟେ | ତେବେ ଆଜି ଆମେ କରିସ୍ମା ଙ୍କ ଝିଅ ସମୟରା ଙ୍କ ବିଷୟ ରେ ଆଲୋଚନା କରିବା | କରିସ୍ମା ଙ୍କ ଝିଅ ସମୟରା ମାତ୍ର 12 ବର୍ଷ ର ଅଟନ୍ତି କିନ୍ତୁ ଫ୍ୟାସନ ଓ ଷ୍ଟାଇଲ ମାମଲା ରେ କିଛି କମ ନୁହନ୍ତି | ସମୟରା ଦେଖିବାକୁ ତାଙ୍କ ମା ଙ୍କ ପରି ଖୁବ ସୁନ୍ଦର ଅଟନ୍ତି | ସମୟରା ଙ୍କୁ ତାଙ୍କ ମା କିନ୍ତୁ ଫିଲ୍ମ ର ଚାକଚକ୍ୟ ଜଗତ ରୁ ଦୁରେଇ ରଖିବାକୁ ହିଁ ଚାହୁଁଛନ୍ତି |

କରିସ୍ମା ଓ ସଞ୍ଜୟ କପୁର ଙ୍କ ର ଛାଡପତ୍ର ପରେ ଦୁଇ ପିଲା ଙ୍କୁ କରିସ୍ମା ହିଁ ପାଳୁଛନ୍ତି | ସଞ୍ଜୟ ଦ୍ୱିତୀୟ ବିବାହ କରିବା ପରେ ବର୍ତମାନ କରିସ୍ମା ଙ୍କ ର ଦ୍ୱିତୀୟ ବିବାହ ମଧ୍ୟ ବେଶ ଚର୍ଚା କୁ ଆସିଛି |

ମା ଙ୍କ ପରି
ସମୟରା ମଧ୍ୟ ତାଙ୍କ ମା କରିସ୍ମା ଙ୍କ ପରି ବଳିଦଉ ରେ ନିଜ ର କ୍ୟାରିୟର କରିବେ ବୋଲି ଆଶା ରହିଛି |

ପିଲାଦିନ ରୁ ହିଁ ସେ ଦେଖିବାକୁ ଗ୍ଲାମର ଅଟନ୍ତି ଏବଂ ସମୟରା ଦେଖିବାକୁ ତାଙ୍କ ମା ଙ୍କ ପରି ଖୁବ ସୁନ୍ଦର ଅଟନ୍ତି |

ମା ର ଝଲକ
କରିସ୍ମା ଓ ସଞ୍ଜୟ ଦୁହିଁଙ୍କ ମୁହଁ ପରି ଦେଖିବାକୁ ସମୟରା ଅଟନ୍ତି | ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଆକ୍ଟିଭ ରହିଥାନ୍ତି | ତାଙ୍କ ଭାଇ କିଆନ ଙ୍କ ସହ ସେ ଅନେକ ପାର୍ଟି ଫଂସନ ରେ ଯୋଗ ଦେଇଥାନ୍ତି |

ଫିଲ୍ମ ଦେଖିବାକୁ ପସନ୍ଦ
ମାତ୍ର 12 ବର୍ଷ ବୟସ ରେ ସମୟରା ଏକ ସର୍ଟ ଫିଲ୍ମ ମଧ୍ୟ କରିଛନ୍ତି | ଏବଂ ଏହି ଫିଲ୍ମ ର ସ୍କ୍ରୀନିଙ୍ଗ ଅନ୍ତରାଷ୍ଟ୍ରୀୟ ଚିଲଡ୍ରେନ ଫିଲ୍ମ ଫେଷ୍ଟିଭାଲ ରେ ହେଇଥିଲା |

ଦେଖନ୍ତୁ ତାଙ୍କ ର ଅନ୍ୟ ଫୋଟୋ

The post କରିସ୍ମା ଙ୍କର ଝିଅ ସୁନ୍ଦରତାରେ ନିଜ ମା କୁ ବି ପଛରେ ପକାଇ ଦେବେ, ଫୋଟୋ ଦେଖିଲେ ଆପଣଙ୍କ ବି ହୃଦୟରେ ବି କିଛି କିଛି ହେବାକୁ ଲାଗିବ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here