କରିସ୍ମା କପୁର କହିଲେ ନିଜ ସ୍ୱାମୀ ଙ୍କର ଅତ୍ୟାଚାରର କାହାଣୀ, କହିଲେ- ଆମେ ଯେତେବେଳେ ହନିମୁନ ଯାଇଥିଲୁ ସେତେବେଳେ ସେ ମତେ ତା ସାଙ୍ଗ ସହ…

0
Advertisement


90 ଦଶକ ରେ ବଲିଉଡ ଇଣ୍ଡଷ୍ଟ୍ରି ରେ କରିସ୍ମା କପୁର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ I ତାଙ୍କ ପ୍ରଥମ ଫିଲ୍ମ ପ୍ରେମ କୈଦି ଅଟେ I ସେ ଅନୁମାନ ମଧ୍ୟ କରି ନ ଥିଲେ କି ଇଣ୍ଡଷ୍ଟ୍ରି ରେ ଏତେ ଶୀଘ୍ର ଲୋକପ୍ରିୟତା ହାସିଲ କରିବେ I ଖୁବ କମ ସମୟ ରେ କରିସ୍ମା କପୁର ଇଣ୍ଡଷ୍ଟ୍ରି ରେ ବେଶ ସଫଳ ହେଇଥିଲେ I ସେ ତାଙ୍କ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ମଧ୍ୟ କରିଛନ୍ତି I ତାଙ୍କ ର ଗୋବିନ୍ଦା ଙ୍କ ସହ ଅଭିନୟ ଦର୍ଶକ ଙ୍କୁ ବେଶ ଅଧିକ ପସନ୍ଦ ଆସିଥିଲା I କରିସ୍ମା ଙ୍କ ର ଅଭିନୟ ଓ ଗୋବିନ୍ଦା ଙ୍କ ର ଡ୍ୟାନ୍ସ ଙ୍କୁ ନେଇ ତାଙ୍କ ଫିଲ୍ମ ସୁପର ହିଟ ହେଇଥାଏ I କିନ୍ତୁ ବିବାହ ପରେ କରିସ୍ମା ଫିଲ୍ମ ଜଗତ ରୁ ବିଦାୟ ନେଇଯାଇଥିଲେ I 2003 ମସିହା ରେ ସେ ଦିଲ୍ଲୀ ର ବିଜ୍ନେସମ୍ୟାନ ସଞ୍ଜୟ କପୁର ଙ୍କୁ ବିବାହ କରିଥିଲେ I 2012 ରେ ଉଭୟ ଙ୍କ ର ଛାଡପତ୍ର ହେଇଥିଲା I

ବିବାହ ର 8 ବର୍ଷ ପରେ ଛାଡପତ୍ର
କରିସ୍ମା କପୁର ଙ୍କ ପାଟି ସଞ୍ଜୟ କପୁର 2012 ରେ ଛାଡପତ୍ର ନେଇଥିଲେ I ବିବାହ ର କିଛି ବର୍ଷ ଉଭୟ ଙ୍କ ର ମନ ମାଳୀନ ହେଇଥିଲା I ତେଣୁ କରିସ୍ମା ଙ୍କ ର ଅଭିଯୋଗ ଅନୁସାରେ ତାଙ୍କ ପତି ତାଙ୍କୁ ମାଡ଼ ମଧ୍ୟ ମାରିଥାନ୍ତି I ଛାଡପତ୍ର ପରେ କରିସ୍ମା ତାଙ୍କ ପିଲା ଙ୍କ ସହ ରହୁଛନ୍ତି I ଏବଂ ସେ ତାଙ୍କ ପିଲା ଙ୍କ ସହ ଅନେକ ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି I

ପତି ଙ୍କ ଉପରେ ଅଭିଯୋଗ
କରିସ୍ମା ତାଙ୍କ ପ୍ରଫେସନାଲ ଲାଇଫ ରେ ସଫଳ ଥିଲେ କିନ୍ତୁ ପର୍ଶନଲ ଲାଇଫ ରେ ଖୁବ କଷ୍ଟ ରେ ଥିଲେ I ସେ ତାଙ୍କ ବୈବାହିକ ଜୀବନ ରେ ନାନା ଦୁଶ୍ଚିନ୍ତା ରେ ରହୁଥିଲେ I ଏପରି କି ନିଜ ପତି ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ I ସେ ତାଙ୍କ ପତି ଙ୍କ ବିଷୟ ରେ ଏହା ମଧ୍ୟ ବୟାନ ରେ ଉଲେଖ କରିଛନ୍ତି କିପରି ତାଙ୍କ ପତି ତାଙ୍କୁ ମାନସିକ ଓ ଶାରୀରିକ ରୂପେ ପ୍ରତାଡ଼ିତ କରୁଥିଲେ I

କରିସ୍ମା ଙ୍କ ପାଖ ରେ ଏକ ଗିଫ୍ଟ ଡ୍ରେସ ଥିଲା I କିନ୍ତୁ କରିସ୍ମା ନିଜ ର ଅଧିକ ଓଜନ କୁ ନେଇ ଏହା କୁ ପିନ୍ଧି ନ ଥିଲେ I ତେଣୁ ତାଙ୍କ ପତି ସଞ୍ଜୟ ନିଜ ମା ଙ୍କୁ କରିସ୍ମା ଙ୍କୁ ମାଡ଼ ମାରିବାକୁ କହିଥିଲେ I

ଫେମସ ହେବାକୁ କରିଥିଲେ ବିବାହ
କରିସ୍ମା ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି କି ସଞ୍ଜୟ କେବଳ ଲୋକପ୍ରିୟତା ହାସିଲ କରିବାକୁ ତାଙ୍କୁ ବିବାହ କରିଥିଲେ I କାରଣ ସେ ସମୟ ରେ କରିସ୍ମା ଜଣେ ସଫଳ ଅଭିନେତ୍ରୀ ଥିଲେ I ଦର୍ଶକମାନେ ମଧ୍ୟ କରିସ୍ମା ଙ୍କୁ ବିଶେଷ ପସନ୍ଦ କରୁଥିଲେ I

ସାଙ୍ଗ ଙ୍କ ସହ ରାତି କଟାଇବା କୁ କହିଥିଲେ
କରିସ୍ମା ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି କି ସେ ଯେତେବେଳେ ହନିମୁନ ରେ ଯାଇଥିଲେ ତ ତାଙ୍କ ପତି ସେଠାରେ ତାଙ୍କୁ ତାଙ୍କ ସାଙ୍ଗ ଙ୍କ ସହ ରାତି ବିତାଇବା କୁ କହିଥିଲେ I କରିସ୍ମା ତାଙ୍କ ମୁହଁ ର ଆଘାତ କୁ ମେକାପ ଦ୍ୱାରା ହିଁ ଲୁଚାଇଥାନ୍ତି I ପୋଲିସ ରେ ଅଭିଯୋଗ ପରେ ଏହି ଘଟଣା ର ତଦନ୍ତ ଆରମ୍ଭ ହେଇଯାଇଛି I

The post କରିସ୍ମା କପୁର କହିଲେ ନିଜ ସ୍ୱାମୀ ଙ୍କର ଅତ୍ୟାଚାରର କାହାଣୀ, କହିଲେ- ଆମେ ଯେତେବେଳେ ହନିମୁନ ଯାଇଥିଲୁ ସେତେବେଳେ ସେ ମତେ ତା ସାଙ୍ଗ ସହ… appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here