କବାଟ ଠିକରେ ବନ୍ଧ ନ କରି ପୁତୁରା ଙ୍କ ସହ ସମ୍ବନ୍ଧ ରଖୁଥିଲେ ଯବାନ ଖୁଡି, ଛୁଆ ମାନେ ଖୋଲିଦେଲେ କବାଟ ଆଉ ତାପରେ ….

0
Advertisement

ଅନେକ ସମୟ ରେ କିଛି ଏପରି ଅଘଟଣ ଘଟିଯାଇଥାଏ ଯାହା ଦେଖି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I କାରଣ ଏପରି ଘଟଣା ଯାହା କି ଅନେକ ଭଲ ସମ୍ପର୍କ ର ଚରିତାର୍ଥ କୁ କଳଙ୍କିତ କରିଥାଏ I ତେବେ ଆଜି ର ଏହି ଘଟଣା ରେ କିଛି ଏପରି ହିଁ ଘଟିଯାଇଛି I ଯେଉଁଥିରେ ଏହା ବେଶ ଚର୍ଚା ରେ ରହିଛି I ଏହି ମାମଲା ରେ କଥିତ ପ୍ରେମୀ ଯୁଗଳ ନିଜ କୁ ଫାସୀ ଲଗାଇ ନିଜ ର ଜୀବନ ଲୀଳା ଶେଷ କରିଥିଲେ I ତେବେ ସମ୍ପର୍କ ରେ ଦୁହେଁ ଚାଚି ଓ ଭଣଜା ଥିଲେ I

ଯେପରି କି ଶୁଣାଯାଇଛି କି ଚାଚି ଓ ଭଣଜା ଏପରି ପ୍ରେମ ସମ୍ପର୍କ ଗଢି ଉଠିଥିଲା କି ଦୁହେଁ ମରିବା କୁ ମଧ୍ୟ ପଛାଇ ନ ଥିଲେ I ମୃତକ ଚାଚି ଦୁଇଟି ସନ୍ତାନ ର ମା ଥିଲେ I ତେବେ ଏହି ମାମଲା କୁ ଗୁରୁତ୍ୱର ଭାବ ରେ ପୋଲିସ ତଦନ୍ତ କରୁଛନ୍ତି I ତେବେ ପୁରା ଘଟଣା ବିସ୍ତାର ଭାବ ରେ ଜାଣିବା I କୁଶବାହଁ ଗ୍ରାମ ର ଜଣେ ବ୍ୟକ୍ତି ଯିଏ ଲଲୋଲି ଥାନା ର ଅଜମତପୁର ଅଂଚଳ ର କୁମ୍ହାବା ଗ୍ରାମ ର ନିବାସୀ ଅଟନ୍ତି I ସମ୍ପର୍କ ରେ ମହିଳା ଚାଚି ଓ ପ୍ରେମୀ ଜଣଙ୍କ ତାଙ୍କ ଭଣଜା ଅଟନ୍ତି I କିଛି ମାସ ହେବ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା I

ଦୁହିଁଙ୍କ ମଧ୍ୟ ରେ ଅନେକ ଥର ଅନୈତିକ ସମ୍ପର୍କ ଗଢି ଉଠିଥିଲା I ଦିନେ ଦୁହେଁ ବିଛଣା ରେ ଶାରୀରିକ ସମ୍ବନ୍ଧ ରଖିବା ସମୟ ରେ ତାଙ୍କ ପିଲାମାନେ ସେହି ଦୁଆର ର କବାଟ ଖୋଲି ଦେଇଥିଲେ I ଏବଂ ତାଙ୍କୁ ଆପତ୍ତିଜନକ ଅବସ୍ଥା ରେ ଦେଖି ଦେଇଥିଲେ I ଏହା ପରେ ପିଲାମାନେ ତାଙ୍କ ସମସ୍ତ ପରିବାର ଲୋକ ଙ୍କୁ ଏହି ବିଷୟ ରେ ଜଣାଇ ଦେଇଥିଲେ I ତେବେ ବିଗତ ରବିବାର ଦିନ ଦୁହେଁ ଗ୍ରାମ ରୁ ବାହାରେ ଏକ ଖେତ କୁ ଯାଇଥିଲେ ଓ ସେଠାରେ ନିଜ କୁ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ I ଗ୍ରାମ ର ଲୋକେ ଏପରି ଦୁହିଁଙ୍କୁ ଦେଖିବା ପରେ ସଂଗେ ସଂଗେ ଥାନା ରେ ଅଭିଯୋଗ ଜଣାଇଥିଲେ I ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା I

The post କବାଟ ଠିକରେ ବନ୍ଧ ନ କରି ପୁତୁରା ଙ୍କ ସହ ସମ୍ବନ୍ଧ ରଖୁଥିଲେ ଯବାନ ଖୁଡି, ଛୁଆ ମାନେ ଖୋଲିଦେଲେ କବାଟ ଆଉ ତାପରେ …. appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/kabata-bandha-saha-samparara-rkahithile/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here