କଥା କଥାରେ କାନ୍ଦୁ ଥିବା ଲୋକେ ହୋଇଥାନ୍ତି ବହୁତ ହିଁ ଖାସ, ଯଦି ଆପଣଙ୍କୁ ମଧ୍ୟ କଥାରେ କଥାରେ କାନ୍ଦ ଲାଗୁଥାଏ, ତ ଜାଣି ନିୟନ୍ତୁ ଆପଣଙ୍କ ମଧ୍ୟରେ ରହିଛି ଏହି ବିଶେଷତା…

0
Advertisement

ପ୍ରତୋକ ଲୋକଙ୍କର ଭାବନା ରହିଥାଏ I ଲୋକେ ଅଧିକ ଖୁସି ହେଇ ହସିଥାନ୍ତିତ ଅଧିକ ଦୁଖୀ ହେଇ କାଂଦିଥାନ୍ତି I ସାଧାରଣ ଭାବ ରେ ଯେଉଁମାନେ କଥା କଥା ରେ କନ୍ଦେଇଥାନ୍ତି ସେମାନେ ମନ ଭିତରୁ କମଜୋର ହେଇଥାନ୍ତି I କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ନୁହେ I ଆଜି ଆମେ ଏହିପରି ଲୋକଙ୍କ ର କିଛି ବିଶେଷ ଗୁଣ ସମ୍ପର୍କରେ କହିବାକୁ ଯାଉଛୁ I

ବିଶେଷ ଗୁଣ ର ପ୍ରଭାବ

– ଯେଉଁମାନେ କଥା କଥା ରେ କନ୍ଦେଇଥାନ୍ତି ତାଙ୍କୁ କେବେ ହେଲେ କମଜୋର ଭାବନ୍ତୁ ନାହିଁ I ଏପରି ଲୋକେ ମନ ଭିତରୁ ଖୁବ ମଜବୁତ ହେଇଥାନ୍ତି I

– ଏପରି ବି କୁହାଯାଇଥାଏ କି ଅଧିକ କାନ୍ଦିବା ଦ୍ୱାରା ମନ ର ଦୁଶ୍ଚିନ୍ତା ଦୂର ହେଇଥାଏ I ତେଣୁ ଦୁଃଖ ସମୟ ରେ ମନ ଖୋଲିକି କାନ୍ଦିବା ଉଚିତ I ଦୁଶ୍ଚିନ୍ତା ସମୟ ରେ କାନ୍ଦିବା ବି ଏକ ଭଲ ଔଷଧ ହେଇଥାଏ I ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହେଇଥାଏ I

– ଏପରି ଇମୋସନାଲ ବ୍ୟକ୍ତି ଜଣେ ଭଲ ବନ୍ଧୁ ହେଇଥାନ୍ତି I ସମସ୍ୟା ସମୟ ରେ ସେମାନେ ନିଜ ବନ୍ଧୁ ଙ୍କ ର ସହଯୋଗ କରିଥାନ୍ତି I କାରଣ ଅସମୟ ରେ ସେମାନେ ନିଜ ବନ୍ଧୁ ଙ୍କ ର ମନ ର ଦୁଃଖ କୁ ବି ଅନୁଭବ କରିଥାନ୍ତି I

– ଯଦି ଜଣେ ବ୍ୟକ୍ତି ଦୁଖୀ ଥାଏ ତ ସେହି ବ୍ୟକ୍ତି ଙ୍କୁ ସହାୟତା ପାଁଇ ଲୋକେ ସହଯୋଗ ର ହାତ ବଢାଇଥାନ୍ତି I

– କଥା କଥା ରେ କାନ୍ଦୁଥିବା ଲୋକେ ମନ ଭିତରୁ ନିର୍ମାଲ ହୃଦୟ ର ହେଇଥାନ୍ତି I ତାଙ୍କ ମନ ରେ କୌଣସି ଖରାପ ଭାବନା ବି ନ ଥାଏ I

– କିନ୍ତୁ ଅନେକ ସମୟ ରେ ଅଧିକ କାନ୍ଦିବା ଦ୍ୱାରା ଆପଣଙ୍କର ସମସ୍ୟାବି ହେଇପାରେ I ଏହା ଦ୍ୱାରା ଆପଣ ସର୍ବଦା ମନ ଦୁଃଖ ରହିଥାଏ I

The post କଥା କଥାରେ କାନ୍ଦୁ ଥିବା ଲୋକେ ହୋଇଥାନ୍ତି ବହୁତ ହିଁ ଖାସ, ଯଦି ଆପଣଙ୍କୁ ମଧ୍ୟ କଥାରେ କଥାରେ କାନ୍ଦ ଲାଗୁଥାଏ, ତ ଜାଣି ନିୟନ୍ତୁ ଆପଣଙ୍କ ମଧ୍ୟରେ ରହିଛି ଏହି ବିଶେଷତା… appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/katha-katha-re-kandu-thiba/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here