ସେମିତି ରେ ତ ଭଲ ସ୍ଵାସ୍ତ୍ୟ ପାଁଇ ଆମେ କଣ ନ କରୁଛେ , ଭଲ ଖାଇବା , ଜିମ ଯିବା , ଯୋଗ କରିବା ଏବଂ ଭିଟାମିନ ଡି ଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ I ଆଜିର ବ୍ୟସ୍ତମୟ ଜୀବନ ରେ ଲୋକେ ନିଜର ସ୍ଵାସ୍ତ୍ୟ ର ଧ୍ୟାନ ରଖିପାରନ୍ତି ନାହିଁ I ଜଣେ ମଣିଷ ନିଜ କାମ ରେ ଏତେ ବ୍ୟସ୍ତ ରହିଯାଏ କି ସେ ତା ସ୍ଵାସ୍ତ୍ୟ ର ଠିକ ଭାବରେ ଯତ୍ନ ନେଇ ପାରେ ନାହିଁ I
ଏହି କାରଣ ରୁ ଦିନ କୁ ଦିନ ଆମ ସ୍ଵାସ୍ତ୍ୟ ରେ ଅବନତି ଘଟିଥାଏ I ଏବଂ ଅନେକ ଗୁଡିଏ ରୋଗ ସୃଷ୍ଟି ହେଇଥାଏ I ଏହି କାରଣ ରୁ କାମ ସହିତ ଆମକୁ ନିଜ ସ୍ଵାସ୍ତ୍ୟ ର ମଧ୍ୟ ଯତ୍ନ ରଖିବାକୁ ପଡିଥାଏ I
କିନ୍ତୁ ଝିଅ ମାନେ ନିଜ ସ୍ଵାସ୍ତ୍ୟ ର ଯତ୍ନ ନେବା ମାମଲାରେ ପୁଅ ଙ୍କ ଠାରୁ ଆଗରେ ଥାନ୍ତି I ଝିଅ ମାନେ ନିଜ ର ସୁନ୍ଦର ସ୍ଵାସ୍ତ୍ୟ ପାଁଇ ଫଳ ଓ ଗ୍ରୀନ ପରିବା ଖାଇଥାନ୍ତି I
ବାଇଗଣ ବହୁତ ହିଁ ପୃଷ୍ଟିକର ଖାଦ୍ୟ ଅଟେ , ଯେଉଁଥିରେ କି ଭିଟାମିନ ସି ଭରପୁର ମାତ୍ରା ରେ ରହିଥାଏ ଯାହା କି ପ୍ରତିରୋଧ କ୍ଷମତା ବଢ଼ିବାରେ ସହାୟକ ହେଇଥାଏ I ଏବଂ ଶରୀର କୁ ସଂକ୍ରମଣ ରୁ ରକ୍ଷା କରିଥାଏ I ଏହା ମଧ୍ୟ କୁହାଯାଇଥାଏ କି ବାଇଗଣ ରେ ଅଳ୍ପ ଚିନି ପକାଇ କି ଖାଇବା ଦ୍ୱାରା ଆପଣ ଙ୍କ ଶରୀର ର ରକ୍ତ ଅଭାବ ସମ୍ବନ୍ଧିତ ସମସ୍ୟା ଦୂର ହେଇଥାଏ I
ସମସ୍ତ ପାରିବ ମଧ୍ୟ ରେ ବାଇଗଣ ମଧ୍ୟ ଏକ ଉତ୍ତମ ସ୍ୱାଦ ଯୁକ୍ତ ପରିବା ଅଟେ I
ଏହି ବାଇଗଣ ରେ ଆମେ ଭିଟାମିନ , ଖଣିଜ ଓ ପୌଷ୍ଟିକ ତତ୍ୱ ପାଇଥାଉ ଏବଂ ଏଥିରେ ଭିଟାମିନ ସି , ଭିଟାମିନ କେ , ଭିଟାମିନ ବି 6 , ମ୍ୟାଗନେସିଉମ, ପୋଟାସିଉମ ଆଦି ଭରପୁର ମାତ୍ରା ରେ ରହିଥାଏ I
ଏକ କପ କିମ୍ବା 82 ଗ୍ରାମ ବାଇଗଣ ରେ 11 ପ୍ରତିସଦ ଏବଂ 10 ପ୍ରତିସଦ ମେଁଗ୍ନିଜ ରହିଥାଏ I
The post କଣ ଆପଣ ଜାଣନ୍ତିକି ଝିଅ ମାନେ କାହିଁକି ପସନ୍ଦ କରନ୍ତି ବାଇଗଣ; ସତ ଜଣିକି ଆପଣ ମଧ୍ୟ ହୋସ ଉଡିଯିବ ! appeared first on Odianews24.info.

