ଓଡ଼ିଶା କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରଶଂସା

0
ଓଡ଼ିଶା କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରଶଂସା
Advertisement

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଲା ଓଡ଼ିଶାର କୃଷି ଭବନ। ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଓଡ଼ିଶାର କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନୀତ କରାଯାଇଛି। କୃଷି କର୍ମଣ ପୁରସ୍କାରରୁ ରାଜ୍ୟସରକାର ଗ୍ରହଣ କରିଥିବା ଅର୍ଥ ରାଶିରୁ ଏହି ସରକାରୀ ସୌଧ ନିର୍ମାଣ କରାଯାଇଛି। ସମ୍ବଲପୁର ଶାଢି ଡିଜାଇନରେ ଏହି କୃଷି ଭବନ ନିର୍ମାଣ କରାଯାଇଛି।

ଓଡ଼ିଶାର କୃଷିଭବନକୁ ଷ୍ଟୁଡିଓ ଲୋଟସ୍ ଦ୍ୱାରା ଜଟିଳ ଇଟା ତିଆରି ଫେସ୍ ମାଧ୍ୟମରେ ଡିଜାଇନ୍ କରାଯାଇଛି। ପୋଖରୀ ଓ ଗଛରେ ଭର୍ତ୍ତି ପ୍ରାଙ୍ଗଣରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରଶାସନିକ କାର୍ଯ୍ୟାଳୟ ରହିଛି।

The post ଓଡ଼ିଶା କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରଶଂସା appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //www.odishalink.com/2020/08/25/odisha-krushi-bhavan-praised-in-international-magazine/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here