ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ନର୍ସ, ଯାହାଙ୍କୁ ଭେଟିବା ପାଇଁ ରୋଗର ବାହାନା କରିକି ଆସିଥାନ୍ତି ଲୋକମାନେ, ସୁନ୍ଦରତା ଆଗରେ କଟ୍ରିନା ମାରିବେ ଫେଲ

0
Advertisement


ସୁନ୍ଦରତା ଏକ ଏପରି ଜିନିଷ ଯାହା କି ଆପଣ ଙ୍କୁ ଅଧିକ ଲୋକପ୍ରିୟତା କରିଦେଇଥାଏ I ପୂର୍ବ ସମୟ ରେ ଲୋକେ କେବଳ ମଡ଼େଲସ ଓ ଅଭିନେତ୍ରୀ ଙ୍କୁ ହିଁ ସୁନ୍ଦର କହୁଥିଲେ ଓ ଏହିମାନେ ହିଁ ଅଧିକ ଲୋକପ୍ରିୟ ହେଇପାରିଥାନ୍ତି I ଆଜିକା ସୋସିଆଲ ମିଡ଼ିଆ ସମୟ ରେ ଯେ କୌଣସି ସାଧାରଣ ଲୋକେ ନିଜ ର ସୁନ୍ଦରତା କୁ ନେଇ ବେଶ ଲୋକପ୍ରିୟ ହେଇଯାଇଥାନ୍ତି I ବିଗତ ଦିନ ରେ ପାକିସ୍ତାନ ରେ ଜଣେ ଚା ବିକାଳୀ ବେଶ ଲୋକପ୍ରିୟ ହେଇଯାଇଥିଲେ I ସେହିପରି ନେପାଳ ରେ ଜଣେ ପରିବା ବିକାଳୀ ମଧ୍ୟ ନିଜ ର ସୁନ୍ଦରତା କୁ ନେଇ ବେଶ ଲୋକପ୍ରିୟ ହେଇଥିଲେ I ତେବେ ବିଗତ ଦିନ ରେ ଜଣେ ନର୍ସ ମଧ୍ୟ ବେଶ ଲୋକପ୍ରିୟ ହେଇଛନ୍ତି I ଏବଂ ଲୋକେ ତାଙ୍କୁ ଦୁନିଆ ର ସବୁଠାରୁ ଅଧିକ ସୁନ୍ଦରୀ ନର୍ସ ବୋଲି ମଧ୍ୟ କହିଛନ୍ତି I

ଏହି ନର୍ସ ଙ୍କ ର ସୁନ୍ଦରତା ବେଶ ଅଧିକ ରହିଛି I ଏବଂ ତାଙ୍କ ର ସୁନ୍ଦରତା କୁ ନେଇ ବଡ଼ ବଡ଼ ଅଭିନେତ୍ରୀ ଓ ମଡେଲ ମଧ୍ୟ ହାର ମାନିଯିବେ I ଏହି ନର୍ସ ଜୋ ହସ୍ପିଟାଲ ରେ ରୋଗୀ ଙ୍କ ର ସେବା କରନ୍ତି I ଏହି ଏହି ହସ୍ପିଟାଲ ରେ ନର୍ସ ରୂପେ କାର୍ଯ୍ୟରତ ଅଟନ୍ତି I ଏବଂ ନିଜ ର ସୁନ୍ଦରତା ଓ ଫିଟ୍ନେସ କୁ ନେଇ ରାତାରାତି ଷ୍ଟାର ହେଇଯାଇଛନ୍ତି I

ଆଜି ଆମେ ଏଠାରେ ଯେଉଁ ସୁନ୍ଦର ନର୍ସ ଙ୍କ ବିଷୟ ରେ କହିବା କୁ ଯାଉଛୁ ତାଙ୍କ ନାମ କେରିନା ଲିନ ଅଟେ I ଏବଂ ତାଙ୍କ ର ସୁନ୍ଦରତା ଓ ଫିଟ୍ନେସ କୁ ନେଇ ଯେ କେହି ମଧ୍ୟ ତାଙ୍କୁ ମଡେଲ ବୋଲି ହିଁ ଭାବିଥାନ୍ତି I ତାଙ୍କ ର ଇନ୍ଷ୍ଟଗ୍ରାମ ରେ ମଧ୍ୟ ସେ ଅନେକ ସୁନ୍ଦର ସୁନ୍ଦର ଫୋଟୋ ମଧ୍ୟ ସେୟାର କରିଥାନ୍ତି I

25 ବର୍ଷୀୟ କେରୀନା ଙ୍କ ର ଲୋକପ୍ରିୟତା ବେଶ ଅଧିକ ରହିଛି I ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କ ର ଅନେକ ପ୍ରଶଂସକ ରହିଛନ୍ତି I ଏବଂ କେରୀନା ଧୀରେ ଧୀରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି I ଏବଂ ଲୋକେ ରୋଗ ର ବାହାନା କରି ମଧ୍ୟ ଏହି ନର୍ସ ଙ୍କୁ ଦେଖିବା କୁ ଆସିଥାନ୍ତି I

କେରୀନା ଙ୍କ ର ହାତ ରେ ଥିବା ଟାଟୁ ମଧ୍ୟ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଛି I ବିଗତ ଦୁଇ ତିନି ବର୍ଷ ହେବ ସେ ଲୋକପ୍ରିୟତା ହାସିଲ କରିଛନ୍ତି I ତେବେ ଏହି ନର୍ସ ଙ୍କ ସୁନ୍ଦରତା କୁ ନେଇ ଅନେକ ଲୋକେ କେବଳ ରୋଗ ର ବାହାନା କରି ତାଙ୍କୁ ଦେଖିବା କୁ ଆସିଥାନ୍ତି I

ଆପଣ ମଧ୍ୟ କେରୀନ ଙ୍କ ର ସୁନ୍ଦର ସୁନ୍ଦର ଫୋଟୋ ଦେଖିପାରିବେ I

The post ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ନର୍ସ, ଯାହାଙ୍କୁ ଭେଟିବା ପାଇଁ ରୋଗର ବାହାନା କରିକି ଆସିଥାନ୍ତି ଲୋକମାନେ, ସୁନ୍ଦରତା ଆଗରେ କଟ୍ରିନା ମାରିବେ ଫେଲ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here