ଏହି 7ଟି ଅଭ୍ୟାସ ଥିବା ଲୋକଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି ଧନ ର ଦେବୀ ମା ଲକ୍ଷ୍ମୀ !

0
Advertisement

ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ର ଉପାୟ – ହିନ୍ଦୁ ଧର୍ମ ରେ ଅନେକ ଧର୍ମ ଗ୍ରନ୍ଥ ରହିଛି ଏବଂ ସେଥିରେ ଏପରି ଅନେକ କଥା ର ଉଲେଖ ରହିଛି , ଯାହା କୁ ଆପଣେଇ ଆପଣ ଦେବୀ ଦେବତା ଙ୍କୁ ପ୍ରସନ୍ନ କରିପାରିବେ I ଦେବୀ ଦେବତା ଙ୍କ ର ଅଶରିବାଦ ପ୍ରାପ୍ତି ପାଁଇ ଲୋକେ ଅନେକ ପୂଜା ପାଠ କରିଥାନ୍ତି , ଏବଂ ଭଗବାନ ମଧ୍ୟ ତାଙ୍କ ଭକ୍ତ ଙ୍କ ର ନିସ୍ଵାର୍ଥ ପର ପୂଜା ରେ ଅଶରିବାଦ ମଧ୍ୟ ଦେଇଥାନ୍ତି I ତେବେ ଆଜି ଆସନ୍ତୁ ସେହିପରି କିଛି ଉପାୟ ବିଷୟରେ ଆଲୋଚନା କରିବା , ଯାହା କୁ ଆପଣେଇ ଆପଣ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିପାରିବେ I

ଉପାୟ 1-
ପୂଜା ସମୟରେ ଯେଉଁ ବ୍ୟକ୍ତି ଘରେ ସକାଳ ଓ ସନ୍ଧ୍ୟା ରେ ଘଣ୍ଟି ବାଜିଥାଏ , ସେହି ବ୍ୟକ୍ତି ର ଏହି ଅଭ୍ୟାସ ରେ ମାତା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି I ମାନ୍ୟତା ଅନୁସାରେ ଯେଉଁ ଘରେ ଘଣ୍ଟି ର ଶବ୍ଦ ପହଂଚି ଥାଏ ସେହି ଘରେ ଲକ୍ଷ୍ମୀ ଙ୍କ ବାସ ରହିଥାଏ I

ଉପାୟ 2-
ଘରର ପରିପାର୍ଶ୍ଵ ରେ ଗୋ ମୂତ୍ର ସିଞ୍ଚନ ଦ୍ୱାରା ଏହା ବହୁତ ଶୁଭ ହେଇଥାଏ , ଯେଉଁ ବ୍ୟକ୍ତି ମାନେ ସକାଳେ ଓ ସନ୍ଧ୍ୟା ରେ ଘରେ ଏହି ଗୋ ମୂତ୍ର କୁ ସିଞ୍ଚନ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି I

ଉପାୟ 3-
ମନ୍ଦିର ର ସଫା ସଫି ଯେଉଁ ଘରେ ନିୟମିତ ହେଇଥାଏ , ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ବାସ ରହିଥାଏ I

ଉପାୟ 4-
ଘରେ ଥିବା ମନ୍ଦିର ରେ ଯେପରି ସୂର୍ଯ୍ୟ ଙ୍କ ର କିରଣ ପହଂଚି ପାରୁଥିବା ଏହା ଦ୍ୱାରା ଘରେ ସକାରତ୍ମକ ଉର୍ଜା ର ଆଗମନ ହେଇଥାଏ ଓ ମାତା ଲକ୍ଷ୍ମୀ ଙ୍କ ଅଶରିବାଦ ରହିଥାଏ I

ଉପାୟ 5-
ପଶ୍ଚିମ ଦିଗ କୁ ମୁହଁ କରିକି ପୂଜା କରିବା ବହୁତ ଶୁଭ ହେଇଥାଏ , ଏବଂ ରାତିରେ ଶୋଇବା ପୂର୍ବ ରୁ ମନ୍ଦିର ସମୁଖ ରେ ଏକ ପରଦା ଟାଙ୍ଗି ଦିଅନ୍ତୁ I

ଉପାୟ 6-
ଯେଉଁ ବ୍ୟକ୍ତି ମାନେ ନିଜ ଘରେ ଆକାଂକ୍ଷୀ ନଡ଼ିଆ ର ପୂଜା ଘରେ କରିଥାନ୍ତି ସେହି ବ୍ୟକ୍ତି ଙ୍କ ଉପରେ ଲକ୍ଷ୍ମୀ ଙ୍କ କୃପା ରହିଥାଏ I

ଉପାୟ 7-
ତୁଳସୀ ଗଛ ରେ ପାଣି ଦେବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହେଇ ପାରିଥାଏ I ଏବଂ ସେହିପରି ବ୍ୟକ୍ତି ଙ୍କ ଉପରେ ଭଗବାନ ବିଷ୍ଣୁ ଙ୍କ ର ମଧ୍ୟ କୃପା ଦୃଷ୍ଟି ରହିଥାଏ I

The post ଏହି 7ଟି ଅଭ୍ୟାସ ଥିବା ଲୋକଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି ଧନ ର ଦେବୀ ମା ଲକ୍ଷ୍ମୀ ! appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/ehia-sabu-abhyasa-jogu/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here