ଏହି ୭ ଟି କାମେଡିଆନଙ୍କ ସ୍ତ୍ରୀ ହେଉଛନ୍ତି ବହୁତ ସୁନ୍ଦର, ସୁନୀଲ ଗ୍ରୋବରଙ୍କ ପତ୍ନୀଙ୍କୁ ତ ଭଗବାନ ଫୁରସତରେ ବନେଇଛନ୍ତି

0
Advertisement


କମେଡି ଏକ ଏମିତି ଟ୍ୟାଲେନ୍ଟ ଅଟେ ଯେଉଁଥିରେ ଆମ ମୁଡ୍ ଫ୍ରେସ ଓ ଲାଇଟ ହୋଇଯାଇଥାଏ । ଲୋକମାନେ ନିଜ ଦିନ ସାରାର କାର୍ଯ୍ୟ କରିଲା ପରେ ରାତିରେ କିଛି କମେଡି ଫିଲ୍ମ ଓ କମେଡି ସିରିଏଲ ଦେଖି ନିଜ ମାଇଣ୍ଡ ଫ୍ରେସ କରିଥାନ୍ତି । ଆପଣମାନେ ସମସ୍ତେ ଏହି କମେଡିଆନ ମାନଙ୍କୁ ଜାଣିଥିବେ, ହେଲେ ଆଜି ଆମେ ଆପଣମାନଙ୍କୁ ଏହି କମେଡିଆନ ମାନଙ୍କ ପତ୍ନୀଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏମାନଙ୍କ ପତ୍ନୀଙ୍କ ବିଷୟରେ ।

ଅଲି ଅସଗର ଓ ସିଦ୍ଧିକା ଅସଗର


ଅଲି ଅସଗର ମନୋରଞ୍ଜନ ଦୁନିଆର ଏକ ଜଣାଶୁଣା କମେଡିଆନ ଅଟନ୍ତି । ଅଲି ବହୁତ ଫିଲ୍ମରେ ନିଜ କମେଡି ଦ୍ଵାରା ସମସ୍ତଙ୍କ ମନକୁ ଜିତି ନେଇଛନ୍ତି । କଲିପଙ୍କ ଶୋ ରେ ‘ଦାଦି’ ହେଇ ସେ ତାଙ୍କର ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଅଲିଙ୍କ ପତ୍ନୀ ସିଦ୍ଧିକା ଅସଗର ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ତାଙ୍କର ବିବାହ ୨୦୦୫ରେ ହୋଇଥିଲା ।

କ୍ରୀଷ୍ଣା ଅଭିଷେକ ଓ କସମୀରା ଶାହ


କ୍ରୀଷ୍ଣା ଅଭିଷେକ ଉଭୟ ଟିଭି ଓ ଫିଲ୍ମରେ କମେଡି ପଦର୍ଶନ କରିଛନ୍ତି । ତାଙ୍କର ବିବାହ ୨୦୦୩ରେ କସମୀରା ଶାହଙ୍କ ସହ ହୋଇଥିଲା । ଏହି ଦୁଇଜଣଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଇଥାଏ ।

କୀକୁ ଶାରଦା ଓ ପ୍ରିୟଙ୍କା ଶାରଦା


କପିଲଙ୍କ ଶୋ ରେ କୀକୁ ନିଜର କମେଡି ଜଲ୍ବା ଦେଖାଇ ସମସ୍ତବୁ ଲୋକଙ୍କ ମନ ଜିତିଛନ୍ତି । କୀକୁ ୨୦୦୩ ମସିହାରେ ପ୍ରିୟଙ୍କା ଶାରଦାଙ୍କ ସହ ବିବାହ କରିଥିଲେ । ତାଙ୍କ ପତ୍ନୀ ବହୁତ କ୍ୟୁଟ ଦେଖାଯାନ୍ତି ।

ସୁନୀଲ ଗ୍ରୋବର ଓ ଆରତୀ ଗ୍ରୋବର


ସୁନୀଲ ହେଉଛନ୍ତି ଭାରତର ଏକ ଲୋକପ୍ରିୟ କମେଡିଆନ । ସାଧାରଣତଃ ଲୋକମାନେ ତାଙ୍କର କମେଡି ଦେଖି ବହୁତ ଖୁସି ହୋଇଥାନ୍ତି । ସୁନୀଲଙ୍କ ପତ୍ନୀ ଆରତୀ ଗ୍ରୋବର ଦେଖିବା ପାଇଁ ବହୁତ ସୁନ୍ଦର । ସୁନୀଲ ଥରେ କହିଥିଲେ, ଜୋକ୍ ବନେଇବା ପରେ ପ୍ରଥମେ ସେ ତାଙ୍କ ପତ୍ନୀଙ୍କୁ ଶୁଣାନ୍ତି । ଯଦି ତାଙ୍କ ପତ୍ନୀ ଜୋକ୍ ଶୁଣି ହସିବେ, ତେବେ ସେ ସେହି ଜୋକ୍ କୁ ଆଗକୁ ବ୍ୟବହାର କରିବେ ।

ଚନ୍ଦନ ପ୍ରଭାକର ଓ ନନ୍ଦିନୀ ଖତ୍ରା


କପିଲଙ୍କ ଶୋ ରେ ଚା’ ବାଲାର ଭୂମିକା କରୁଥିବା ଚନ୍ଦନଙ୍କ ପତ୍ନୀ ଦେଖିବା ପାଇଁ ବହୁତ ସୁନ୍ଦର । ସେ ୨୦୧୫ରେ ବିବାହ କରିଥିଲେ ।

କପିଲ ଶର୍ମା ଓ ଗୀନ୍ନୀ ଚତରଥ


କପିଲ ହେଉଛନ୍ତି ବର୍ତ୍ତମାନ ଭାରତର ନଂ ୧ କମେଡିଆନ । କପିଲ ୨୦୧୮ରେ ଗୀନ୍ନୀ ଚତରଥଙ୍କ ସହ ବିବାହ କରିଥିଲେ । ଏହି କିଛି ଦିନ ହେବ ତାଙ୍କର ଏକ ଝିଅ ଜନ୍ମ ହୋଇଛି ।

ରାଜୁ ଶ୍ରିବାସ୍ତବ ଓ ଶିଖା ଶ୍ରିବାସ୍ତବ


ରାଜୁ ଶ୍ରିବାସ୍ତବଙ୍କୁ ଆମେ ଦେଶର ପ୍ରଥମ କମେଡିଆନ କହିପାରିବା । ସେ ଶିଖା ଶ୍ରିବାସ୍ତବଙ୍କ ସହ ବିବାହ କରିଛନ୍ତି ଓ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ।

The post ଏହି ୭ ଟି କାମେଡିଆନଙ୍କ ସ୍ତ୍ରୀ ହେଉଛନ୍ତି ବହୁତ ସୁନ୍ଦର, ସୁନୀଲ ଗ୍ରୋବରଙ୍କ ପତ୍ନୀଙ୍କୁ ତ ଭଗବାନ ଫୁରସତରେ ବନେଇଛନ୍ତି appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here