ଏହି ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ବି ଅଛନ୍ତି ଅବିବାହିତ, ଲାଗୁନି ଆଉ ଏମାନେ କେବେ ବିବାହ କରିବେ ବୋଲି

0
Advertisement


ଏହି ପୋଷ୍ଟ ରେ ଆଜି ଆମେ ଏହା ଉଲେଖ କରିବା କି ଭାରତ ରାଜ୍ୟ ର ମୁକ୍ଷ୍ୟ ମନ୍ତ୍ରୀ ଅବିବାହିତ ଅଟନ୍ତି I ଏହି ମୁଖ୍ୟମନ୍ତ୍ରୀ ମାନେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି I

1.ନବୀନ ପଟନାୟକ
2000 ମସିହାରୁ ଓଡିଶା ର ମୁଖ୍ୟମନ୍ତ୍ରୀ ହେଇଆସୁଛନ୍ତି 70 ବର୍ଷୀୟ ନବୀନ ପଟନାୟକ I ସେ ନିଜର ଭୋଟରଙ୍କୁ ସର୍ବଦା କୁହନ୍ତି ଗରିବ ଲୋକ ଙ୍କର ସହାୟତା କରିବା ତାଙ୍କର ମୁଖ୍ୟ ଲଖ୍ୟ I ଏବଂ ଜନତା ଙ୍କ ର ସେବା ରେ ସାରା ଜୀବନ ବିତାଇଥିଲେ I ଏହି କାରଣ ରୁ ନବୀନ ପଟନାୟକ ବିବାହ କରି ନଥିଲେ I

2.ସବର୍ଣ୍ଣଦ୍ୱ ସୋନୋବାଲ
ପୂର୍ବ ରାଜ୍ୟ ଆସାମ ର 54 ବର୍ଷ ର ମୁକ୍ଷ୍ୟ ମନ୍ତ୍ରୀ ସୋନୋବାଲ ଆଜି ପର୍ଯ୍ୟନ୍ତ ଅବିବାହିତ ହେଇ ରହିଛନ୍ତି I 2011 ରେ ଭାଜପା ର ସଦସ୍ୟତା ଗ୍ରହଣ କରିଥିଲେ ଓ 2016 ରେ ଆସାମ ର ମୁଖ୍ୟମନ୍ତ୍ରୀ ହେଇଥିଲେ I

3.ତ୍ରିବେନ୍ଦ୍ର ସିଂ ରାବତ
ଦୀର୍ଘ ସମୟ ଆରଏସଏସ ର ସକ୍ରିୟ ସଦସ୍ୟ ରହିଥିଲେ ତ୍ରିବେନ୍ଦ୍ର ସିଂ ରାବତ I 2017 ରେ ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସେ ସମ୍ଭାଳିଥିଲେ I ଆଜି ପର୍ଯ୍ୟନ୍ତ ତ୍ରିବେନ୍ଦ୍ର ସିଂ ରାବତ ଅବିବାହିତ ଅଟନ୍ତି I ଏବଂ ଭାଜପା ର ଅନେକ ଗୁରୁତ୍ୱପୂର୍ଣ ପଦବୀ ର ଦାଇତ୍ୱ ନେଇଛନ୍ତି I

4.ମନୋହର ଲାଲ ଖଟ୍ଟର
62 ବର୍ଷୀୟ ମନୋହର ଲାଲ ଖଟ୍ଟର ଉତ୍ତରାଖଣ୍ଡ ର ନୂଆ ମୁଖ୍ୟମନ୍ତ୍ରୀ ଅଟନ୍ତି I ଏହା ସହ ମନୋହର ଲାଲ ଖଟ୍ଟର ଆରଏସଏସ ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି I ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି I

5.ଯୋଗୀ ଆଦିତ୍ୟ ନାଥ
ମହନ୍ତ ରୁ ବିଜେପି ନେତା ହେଇଥିଲେ 44 ବର୍ଷୀୟ ଯୋଗୀ ଅଦିତ୍ୟନାଥ I ବର୍ତମାନ ଯୋଗୀ ଆଦିତ୍ୟ ନାଥ ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଅଟନ୍ତି I ଭାଜପା ତରଫରୁ 5 ଥର ଗୋରଖପୁର ର ସଂସଦ ହେଇଥିଲେ I ସେ ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନ ରେ ବିବାହ କରି ନାହାନ୍ତି I

The post ଏହି ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ବି ଅଛନ୍ତି ଅବିବାହିତ, ଲାଗୁନି ଆଉ ଏମାନେ କେବେ ବିବାହ କରିବେ ବୋଲି appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here