ଏହି ସୁନ୍ଦରୀ ଅଭିନେତ୍ରୀ କହିଲେ ପ୍ରଥମ ଥର ଅଶ୍ଳୀଳ ଫିଲ୍ମ ଦେଖିବା ପରେ କେମିତି ଲାଗିଥିଲା… ଜାଣିଲା ପରେ ଆପଣ ମୁଣ୍ଡରେ ହାତ ଦେବେ …

0
Advertisement

ଟିଭି ଅଭିନେତ୍ରୀ ହିନା ଖାଁ ସର୍ବଦା କୌଣସି ନା କୌଣସି କଥା କୁ ନେଇ ଚର୍ଚା ରେ ରହିଥାନ୍ତି I ଫିଲ୍ମ ରେ ଅଭିନୟ ହେଉ କି ନିଜ ର ଖରାପ ମନ୍ତବ୍ୟ ହେଉ ସର୍ବଦା ହିଁ ସେ ନିଜ ର ଏହି ହରକତ ପାଁଇ ଚର୍ଚା ରେ ରହିଥାନ୍ତି I ବର୍ତମାନ ସମୟ ରେ ହିନା ଟିଭି ସିରିଏଲ କସୋଟି ଜିନଦେଗି ର ଅଭିନୟ କୁ ନେଇ ଚର୍ଚା ରେ ଅଛନ୍ତି I ବିଗତ ଦିନ ରେ ଏକ ମ୍ୟାଗାଜିନ କୁ ଦେଇଥିବା ଇଣ୍ଟରଭିୟୁ ରେ ହିନା ଖାଁ ଆଡଲ୍ଟ ଫିଲ୍ମ ର ଅନୁଭୂତି କୁ ପରିପ୍ରକାଶ କରିଛନ୍ତି I

ହିନା ଙ୍କୁ ପଚରାଯାଇଥିଲା ମହିଳା ଙ୍କ ସହ ଜଡିତ ଏକ ଏପରି ସିକ୍ରେଟ ଯାହା ପୁରୁଷ ଙ୍କୁ ଜଣାଥିବା ଆବଶ୍ୟକ ? ଏହି କଥା କୁ ନେଇ ହିନା କହିଛନ୍ତି ମହିଳା ଙ୍କ ର ଅନେକ ରହସ୍ୟ ରହିଥାଏ ଏବଂ କୌଣସି ଡିକଲରସନ ଦେବା ର କୌଣସି ଆବଶ୍ୟକ ନାହିଁ I ଅଧିକାଂଶ ଲୋକେ ଏହା ଭାବିଥାନ୍ତି କି ସେମାନେ ରୁମ ରେ ଏକାକୀ ଥିବା ସମୟ ରେ ସେମାନେ ଯୁବତୀ ଙ୍କ ର ଫୋଟୋ ଓ ଭିଡିଓ ଦେଖିଥାନ୍ତି I

ଏପରି କିଛି ମନ୍ତବ୍ୟ ପରେ ହିନା ଖୁବ ଚର୍ଚା ରେ ରହିଛନ୍ତି I ଟିଭି ସିରିଏଲ ପରେ ସେ ଫିଲ୍ମ ରେ ବି ଏଣ୍ଟ୍ରି କରିବାକୁ ଯାଉଛନ୍ତି I ବିଗତ ଦିନ ରେ ହିନା ଜାଣୁ ରେ ନିଜ ଫିଲ୍ମ ସୁଟିଂ ରେ ବ୍ୟସ୍ତ ଅଛନ୍ତି I

ଏହି ଏହି ଫିଲ୍ମ ର କାହାଣୀ ମୋତେ ବି ଖୁବ ପସନ୍ଦ ଆସିଛି ଏବଂ ମୁ ଏହି ଫିଲ୍ମ ରେ ସମ୍ପୂର୍ଣ ନୂତନ ଭାବ ରେ କାମ କରିବାକୁ ଯାଉଛି I

The post ଏହି ସୁନ୍ଦରୀ ଅଭିନେତ୍ରୀ କହିଲେ ପ୍ରଥମ ଥର ଅଶ୍ଳୀଳ ଫିଲ୍ମ ଦେଖିବା ପରେ କେମିତି ଲାଗିଥିଲା… ଜାଣିଲା ପରେ ଆପଣ ମୁଣ୍ଡରେ ହାତ ଦେବେ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here