ଏହି ମହିଳା ସରପଞ୍ଚ ନିଜ ଗାଁକୁ କରୋନାକୁ ପଶିବାକୁ ବି ଦେଲେ ନାହିଁ, ଏପରି ଭାବରେ ସମସ୍ତଙ୍କୁ ବଞ୍ଚାଇଲେ, ପ୍ରଧାନମନ୍ତ୍ରୀ ବି କରିଲେ ପ୍ରଶଂସା …

0
Advertisement

ଆଜି ପୁରା ବିଶ୍ୱ ରେ କରୋନା ମହାମାରୀ ନିଜ ର ଆତଙ୍କ ବିସ୍ତାର କରିଚାଲିଛି I ସାରା ବିଶ୍ୱ ରେ ଆମେରିକା , ବ୍ରିଟେନ ପରି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ ଏହି କରୋନା ରୁ ରକ୍ଷ୍ୟା ପାଇବା ରେ ସଫଳ ହେଇନାହାନ୍ତି I ତେବେ ଏହି ରୋଗ କୁ ରୋକିବା ରେ ଦୁଇଟି ଜିନିଷ କାମ କରିବ ଗୋଟେ ହେଉଛି ଜାଗୃତ ଓ ଅନ୍ୟ ଟି ହେଉଛି ଲିଡରସିପ I ଜଣେ ଭଲ ଲିଡର ହିଁ ନିଜ ଅଂଚଳ ରେ ଜନସାଧାରଣ କୁ ନିଜ ର ଦକ୍ଷତା ଓ ବୁଦ୍ଧି ବଳ ରେ ସଚେତନ କରିପାରିବ I ତେବେ ଆଜି ଆମେ ଏହିପରି ଜଣେ ମହିଳା ସରପଞ୍ଚ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ନାମ ହେଉଛି ପ୍ରିୟଙ୍କା ରାମଦାସ I

ପ୍ରିୟଙ୍କା ପୁନେ ର ଖେଡ଼ ତହସିଲ ଗ୍ରାମ ର ମଦନକରବାଡ଼ି ଗ୍ରାମ ର ସରପଞ୍ଚ ଅଟନ୍ତି I ତେବେ ସାରା ବିଶ୍ୱ ରେ ଖୁବ ଦ୍ରୁତଗତି ରେ କରୋନା ବ୍ୟାପୁଥିବା ର ଦେଖି ସରପଞ୍ଚ ପ୍ରିୟଙ୍କା ବେଶ ଚିନ୍ତିତ ହେଇଯାଇଥିଲେ I ତେବେ ସେ କିଛି ଏପରି କାର୍ଯ୍ୟ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ I ପ୍ରିୟଙ୍କା ନିଜ ଗ୍ରାମ ରେ ଲୋକ ଙ୍କ ପାଁଇ ମାସ୍କ ଉପଲବ୍ଧ କରାଇଥିଲେ ଏହା ସହ ଲୋକ ଙ୍କୁ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରିବା କୁ ମଧ୍ୟ କହିଥିଲେ I

ପୁରା ଗ୍ରାମ ଓ ପ୍ରତିଟି ଘର କୁ ସାନିଟାଇଜର କରିଥିଲେ I ଯଦି ବାହାର ର କୌଣସି ବ୍ୟକ୍ତି ତାଙ୍କ ଗ୍ରାମକୁ ପ୍ରବେଶ କରୁଥିଲେ ତେବେ ସେହି ବ୍ୟକ୍ତି ଙ୍କୁ ଆଇସୋଲେସନ ରେ ରଖାଯାଉଥିଲା I କେହି ମଧ୍ୟ ତାଙ୍କୁ ସାକ୍ଷ୍ୟାତ କରିପାରିବେ ନାହିଁ I ଏହିପରି ତାଙ୍କ ଗ୍ରାମ ରେ 8 ଦିନ ପର୍ଯ୍ୟନ୍ତ ଏକ ହାର୍ଡ ଲକଡାଉନ ପାଳନ କରାଯାଇଥିଲା I ଏହି 8 ଦିନ ମଧ୍ୟ ରେ ଲୋକ ଙ୍କ ର ଘର ଘର କୁ ନିଜେ ସରପଞ୍ଚ ଖାଦ୍ୟ ସାମଗ୍ରୀ ପହଂଚାଇଥିଲେ I

ତାଙ୍କ ପ୍ରୟାସ ରେ ଗ୍ରାମ ରେ ସବୁ ଅଂଚଳ ସାନିଟାଇଜର କରାଯାଇଥିଲା I ଯାହା ଦ୍ୱାରା ତାଙ୍କ ଗ୍ରାମ ରେ ସଂକ୍ରମଣ ର ଆଶଙ୍କା କମ ରହିଥିଲା I ଏହିପରି ତାଙ୍କ ଗ୍ରାମ ର ଲୋକେ ନିଜ କୁ ଅଧିକ ସୁରକ୍ଷିତ ଅନୁଭବ କରିଥିଲେ I ଏହା ଠାରୁ ଭଲ ଆଉ ବା କଣ ହେଇପାରେ I ଯଦି ସବୁ ଗ୍ରାମ ରେ ଏପରି ଉପାୟ ଆପଣେଇବା ତେବେ କରୋନା ଵ୍ୟାପୀବ ନାହିଁ I

The post ଏହି ମହିଳା ସରପଞ୍ଚ ନିଜ ଗାଁକୁ କରୋନାକୁ ପଶିବାକୁ ବି ଦେଲେ ନାହିଁ, ଏପରି ଭାବରେ ସମସ୍ତଙ୍କୁ ବଞ୍ଚାଇଲେ, ପ୍ରଧାନମନ୍ତ୍ରୀ ବି କରିଲେ ପ୍ରଶଂସା … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/ehi-mahila-sarapanca-karile-eapri/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here