ଏହି ବ୍ୟକ୍ତିଙ୍କ ସହ ଶ୍ରଦ୍ଧା କପୁର କାଟିଥିଲେ ଅନେକ ରାତି, ରାଗିଯାଇ ଦିନେ ଶକ୍ତି କପୁର ଚୁଟି ଧରିକି ଘୋଷାରି ଘୋଷାରି ଘରକୁ ଆଣିଥିଲେ

0
Advertisement


ବଲିଉଡ ର ଆକ୍ଟର ଫରହାନ ଅକ୍ଷତାର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କ ମଧ୍ୟ ରେ ଥିବା ସମ୍ବନ୍ଧ କୁ ନେଇ ପୁଣି ଚର୍ଚା ଲାଗି ରହିଛି I ଏହି ସମ୍ବନ୍ଧ କୁ ନେଇ ଶ୍ରଦ୍ଧା ଙ୍କ ର ପିତା ବିରକ୍ତି ଭାବ ପ୍ରକାଶ କରିଛନ୍ତି I

ଏବଂ ଏଥର ଫରହାନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ସମୟ ଟି ଥିଲା ଫରହାନ ଙ୍କ ର ଜନ୍ମଦିନ ସମୟ I ଏହି ସମୟ ରେ ଶ୍ରଦ୍ଧା ଏକ ସୁନ୍ଦର ମ୍ୟାସେଜ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ I ତେବେ ଉଭୟ ଙ୍କ ମଧ୍ୟ ରେ ନିକଟତା ବଢିବା ର ଦୁଇଟି କାରଣ ବି ରହିଛି I ଫରହାନ ଙ୍କୁ ସେ ଅଂନଫଲୋ କରିବା ପରେ ପୁଣି ଇନ୍ଷ୍ଟଗ୍ରାମ ରେ ଫଲୋ କରିଛନ୍ତି I

43 ବର୍ଷୀୟ ଏହି ଅଭିନେତା ଫରହାନ ଙ୍କ ସହ ଶ୍ରଦ୍ଧା ଙ୍କ ର ସମ୍ବନ୍ଧ କୁ ନେଇ ପିତା ଶକ୍ତି କପୁର ଚିନ୍ତା ରେ ପଡିଯାଇଛନ୍ତି I ଏବଂ ସେ ଶ୍ରଦ୍ଧା ଙ୍କୁ ଏହି ସବୁ ହରକତ ରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି I ମିଡ଼ିଆ ରିପୋର୍ଟ ମୁତାବିକ ଫରହାନ ଓ ଶ୍ରଦ୍ଧା ଉଭୟ ଲିଭ ଇନ ରିଲେସନ ରେ ରହିଥିଲେ I ଏବଂ ଡିସେମ୍ବର ରେ ସେହି ସମୟ ରେ ହଂଗାମା ହେଇଯାଇଥିଲା ଯେତେବେଳେ ବାନ୍ଦ୍ରା ରେ ଆପାର୍ଟମେଣ୍ଟ ରେ ଝିଅ ଶ୍ରଦ୍ଧା ଙ୍କୁ ଫରହାନ ଙ୍କ ସହ ଧରିଥିଲେ ଓ ଟାଣି ଟାଣି ଘର କୁ ଆଣିଥିଲେ I

ସେ ସମୟ ରୁ ହିଁ ଶକ୍ତି କପୁର ଶ୍ରଦ୍ଧା ଙ୍କୁ ଏପରି ହରକତ ରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ I ଏହି କାରଣ ରୁ କିଛି ମାସ ତଳେ ବିହାର ସରକାର ଙ୍କ ଦ୍ୱାରା ଆୟୋଜିତ ହେଇଥିବା ମାରାଥନ ରେ ଷ୍ଟେଜ ସୋ କରିବାକୁ ଶ୍ରଦ୍ଧା ମନା କରିଥିଲେ I ଏବଂ ସେଠାକୁ ଫରହାନ ଙ୍କୁ ବି ଡକାଯାଇଥିଲା I ସେଠାରେ ସାଇନା ଙ୍କୁ ନିମନ୍ତ୍ରଣ କରାଯାଇଥିଲା I

ସୂଚନା ମୁତାବିକ ଶ୍ରଦ୍ଧା ଓ ଫରହାନ ଉଭୟ ଫିଲ୍ମ ରକ ଅନ 2 ର ଷ୍ଟେଜ ରେ ପରସ୍ପର ର ନିକଟ ହେଇଥିଲେ I କିନ୍ତୁ ଶ୍ରଦ୍ଧା ଙ୍କ ର ପରିବାର ଏହି ସମ୍ବନ୍ଧ କୁ ନେଇ ନିଜ ର ବିରକ୍ତି ଭାବ ପ୍ରକାଶ କରିଛନ୍ତି I ତେବେ ଶ୍ରଦ୍ଧା ଙ୍କୁ ଏପରି ଫରହାନ ଙ୍କ ଆପାର୍ଟମେଣ୍ଟ ରୁ ଟାଣି ଟାଣି ଆଣିବା ପରେ ଉଭୟ ଙ୍କ ର ସମ୍ବନ୍ଧ ବିଷୟ ରେ ମିଡ଼ିଆ ରେ ଚର୍ଚା ଜୋର ଧରିଛି I

The post ଏହି ବ୍ୟକ୍ତିଙ୍କ ସହ ଶ୍ରଦ୍ଧା କପୁର କାଟିଥିଲେ ଅନେକ ରାତି, ରାଗିଯାଇ ଦିନେ ଶକ୍ତି କପୁର ଚୁଟି ଧରିକି ଘୋଷାରି ଘୋଷାରି ଘରକୁ ଆଣିଥିଲେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here