ଏହି ବ୍ୟକ୍ତିଙ୍କୁ ଐଶ୍ୱର୍ଯ୍ୟ ରାୟ ନିଜ ଜୀବନ ଠୁ ଅଧିକ ଭଲ ପାଉଥିଲେ, କିନ୍ତୁ ଫେମସ ହେବା ମାତ୍ରେ ତାଙ୍କ ସହ କରଦଇଥିଲେ ଏପରି

0
Advertisement


ସୁନ୍ଦରତା କୁ ନେଇ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ଙ୍କୁ କିଏ ବା ନ ଜାଣିଚି I ଐଶ୍ୱର୍ଯ୍ୟ ରାୟ ନିଜ ର ସୁନ୍ଦରତା କୁ ନେଇ ଯେପରି ପରିଚିତ ତାଙ୍କ ର ଅଭିନୟ କୁ ମଧ୍ୟ ଲୋକେ ସେହିପରି ଅଧିକ ପସନ୍ଦ କରିଥାନ୍ତି I ଆଜିକା ସମୟ ରେ ପ୍ରିୟଙ୍କା ଓ ଦୀପିକା ହଲିଉଡ଼ ରେ ଅନେକ ସୁନାମ ଅର୍ଜନ କରିଛନ୍ତି କିନ୍ତୁ ବଲିଉଡ ରେ ଐଶ୍ୱର୍ଯ୍ୟ ରାୟ ସବୁଠାରୁ ଅଧିକ ପରିଚିତ ଅଟନ୍ତି I

ଐଶ୍ୱର୍ଯ୍ୟ ରାୟ ଙ୍କ ର ଜୀବନ ର ପ୍ରେମ କାହାଣୀ କାହାରି କୁ ବା ଜଣାନାହିଁ I ବିଗତ ଦିନ ରେ ଐଶ୍ୱର୍ଯ୍ୟ ରାୟ ସଲ୍ମାନ ଓ ବିବେକ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିବା କୁ ନେଇ ବେଶ ଲୋକପ୍ରିୟ ଥିଲେ I ତାଙ୍କ ପ୍ରେମ ସମ୍ବନ୍ଧ କୁ ନେଇ ମିଡ଼ିଆ ରେ ବେଶ ଅଧିକ ଚର୍ଚା ରହିଥାଏ I କିନ୍ତୁ ଆପଣ ଜାଣି ନ ଥିବେ ଏହି ଦୁଇ ଅଭିନେତା ଙ୍କ ପୂର୍ବ ରୁ ମଧ୍ୟ ଐଶ୍ୱର୍ଯ୍ୟ ରାୟ ଙ୍କ ର ଜଣେ ବୟଫ୍ରେଣ୍ଡ ଥିଲେ I ଏବଂ ଏହି ଯୁବକ ଙ୍କୁ ଐଶ୍ୱର୍ଯ୍ୟ ରାୟ ବେଶ ଅଧିକ ପ୍ରେମ କରୁଥିଲେ I ଏହା ଥିଲା ଐଶ୍ୱର୍ଯ୍ୟ ରାୟ ଙ୍କ ର କ୍ୟାରିୟର ଆରମ୍ଭ ଦିନ ର କଥା I

ସଫଳ ହେବା ପରେ ଦୁରେଇ ଯାଇଥିଲେ


ଐଶ୍ୱର୍ଯ୍ୟ ରାୟ ନିଜ କ୍ୟାରିୟର ର ଆରମ୍ଭ ଦିନ ରେ ରାଜୀବ ମୁଲଚାନ୍ଦନୀ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିଲେ ଏବଂ ସେହି ସମୟ ରେ ଐଶ୍ୱର୍ଯ୍ୟ ରାୟ ମଡେଲିଂ କରୁଥିଲେ I ସେ ସମୟ ରେ ରାଜୀବ ଫୋଟସୁଟ କରୁଥିଲେ I ଏବଂ ରାଜୀବ ନିଜେ ମଧ୍ୟ ଜଣେ ମଡେଲ ଥିଲେ I ଏହା ପରେ ଐଶ୍ୱର୍ଯ୍ୟ ରାୟ ଯେତେବେଳେ 1994 ରେ ବିଶ୍ୱ ସୁନ୍ଦରୀ ହେଇଯାଇଥିଲେ ତ ଧୀରେ ଧୀରେ ରାଜୀବ ଙ୍କ ଠାରୁ ସେ ଦୁରେଇ ଯାଇଥିଲେ I

ସଲ୍ମାନ ଙ୍କ ସହ ଥିଲା ପ୍ରେମ ସମ୍ବନ୍ଧ
କିଛି ଦିନ ରେ ହିଁ ଐଶ୍ୱର୍ଯ୍ୟ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ହେଇଯାଇଥିଲେ I ଏବଂ ସଲ୍ମାନ ଙ୍କ ସହ ସେ ପ୍ରେମ ସମ୍ବନ୍ଧ ରେ ଆସିଥିଲେ I ଫିଲ୍ମ ହମ ଦିଲ ଦେ ଚୂକେ ସନମ ରେ ଐଶ୍ୱର୍ଯ୍ୟ ରାୟ ଅଭିନେତା ସଲ୍ମାନ ଙ୍କ ସହ ଏହି ଫିଲ୍ମ ରେ ବେଶ ସୁନ୍ଦର ଅଭିନୟ କରିଥିଲେ I ଏହି ଫିଲ୍ମ ରୁ ହିଁ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ନିଜ କ୍ୟାଇର୍ଯ୍ୟର ରେ ଏକ ବଡ଼ ସଫଳତା ହାସିଲ କରିଥିଲେ I ଏହା ପରେ ଧୀରେ ଧୀରେ ଐଶ୍ୱର୍ଯ୍ୟ ରାୟ , ସଲ୍ମାନ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଆସିଥିଲେ I ସେହିପରି ସଲ୍ମାନ ଙ୍କ ସହ ସମ୍ପର୍କ ଖରାପ ହେବା ପରେ ଅଭିନେତା ବିବେକ ଙ୍କ ସହ ମଧ୍ୟ ପ୍ରେମ ସମ୍ବନ୍ଧ କୁ ନେଇ ଚର୍ଚା ଜୋର ଧରିଥିଲା I ଶେଷରେ 2000 ମସିହା ରେ ଐଶ୍ୱର୍ଯ୍ୟ ରାୟ , ଅଭିନେତା ଅଭିଷେକ ବଚ୍ଛନ ଙ୍କ ସହ ବିବାହ କରିଥିଲେ I

The post ଏହି ବ୍ୟକ୍ତିଙ୍କୁ ଐଶ୍ୱର୍ଯ୍ୟ ରାୟ ନିଜ ଜୀବନ ଠୁ ଅଧିକ ଭଲ ପାଉଥିଲେ, କିନ୍ତୁ ଫେମସ ହେବା ମାତ୍ରେ ତାଙ୍କ ସହ କରଦଇଥିଲେ ଏପରି appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here