ଏହା ହେଉଛି ଦୁନିଆର ସବୁଠୁ ଶକ୍ତିଶାଳୀ ପରିବା, ଖାଇବା ଦ୍ୱାରା ଦୁର ହୋଇଥାଏ ୩୦୦ ରୁ ଅଧିକ ରୋଗ, ଆପଣଙ୍କ ଘରେ ମଧ୍ୟରେ ଥିବ ଏହି ପରିବା ଗଛ …

0
Advertisement


ଆଜିକା ସମୟ ରେ ଏକ ଏପରି ପାରିବ ବିଷୟ ରେ କହିବାକୁ ଯାଉଛୁ ଯାହା କି ସବୁଠାରୁ ଭିଟାମିନ ଅଧିକ ମାତ୍ରା ରେ ରହିଛି I ଏହା ର ନାମ ହେଉଛି ସଜନା I ସଜନା ମାତ୍ର 100 ଗ୍ରାମ ରେ 64 କ୍ୟାଲୋରୀ , ପ୍ରୋଟିନ 9.4 ଗ୍ରାମ , କ୍ୟାଲସିୟମ 185 ମିଲିଗ୍ରାମ , ପୋଟାସିୟମ 337 ମିଲିଗ୍ରାମ ରହିଥାଏ I ଏଥିରେ ପ୍ରଚୁର ମାତ୍ରା ରେ ପୋଷକତତ୍ୱ ମଧ୍ୟ ରହିଥାଏ I ଏଥିରେ 36 ପ୍ରକାର ର ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ରହିଛି I ଏହି ସଜନା ରେ 18 ପ୍ରକାର ର ଏମିନ ଏସିଡ଼ ରହିଛି I

ସଜନା ର ଲାଭ
1.ଏହା ର ପତ୍ର ରେ ପ୍ରୋଟିନ ରହିଥାଏ , ଭିଟାମିନ B 6, ଭିଟାମିନ C , ଭିଟାମିନ A , ଭିଟାମିନ E , ଆଇରନ , ମ୍ୟାଗନେସିୟମ , ପୋଟାସିୟମ , ଜିଙ୍କ ପରି ତତ୍ୱ ରହିଥାଏ I ଏହି ସଜନା ଫଳ ରେ ଭିଟାମିନ C ରହିଥାଏ I ସଜନା ର ପତ୍ର ରେ କ୍ୟାଲସିୟମ ପ୍ରଚୁର ମାତ୍ରା ରେ ରହିଥାଏ I ସଜନା ରେ ଆଣ୍ଟିଅକ୍ସିଡେଣ୍ଟ ଓ ବାୟଆକ୍ଟିଭ ଆଦି ରହିଥାଏ I

2.ସଜନା ର ଶୁଖିଲା ପତ୍ର ର 100 ଗ୍ରାମ ପାଉଡର କୁ କ୍ଷୀର ଅପେକ୍ଷ୍ୟା 17 ଗୁଣ ଅଧିକ କ୍ୟାଲସିୟମ ରହିଥାଏ I ପାଳଙ୍ଗ ରୁ 25 ଗୁଣ ଅଧିକ ଆଇରନ ରହିଥାଏ I ଗାଜର ରୁ 10 ଗୁଣ ଅଧିକ ବିଟା କେରୋଟିନ ରହିଥାଏ I ଏହା ଆଖି , ଚର୍ମ ଓ ରୋଗପ୍ରତିଷେଧକ ତନ୍ତ୍ର ପାଁଇ ଲାଭଦାୟକ ହେଇଥାଏ I ଏହା କମଳା ଠାରୁ 7 ଗୁଣ ଅଧିକ ଭିଟାମିନ C ରହିଥାଏ I

3. ସଜନା ଫଳ ଓ ପତ୍ର ର ସୁପ ସେବନ କରିବା ଦ୍ୱାରା ଋତୁ ପରିବର୍ତନ ସମୟ ରେ ହେଉଥିବା ସ୍ଵାସ୍ତ୍ୟ ଖରାପ ରୁ ଆପଣ ଙ୍କୁ ସହାୟତା ମିଳିଥାଏ I ଥଣ୍ଡା ଜ୍ୱର ପରି ସମସ୍ୟା ମଧ୍ୟ ଦୂର ହେଇଥାଏ I ଏଥିରେ ANTI RETROVIRAL THERAPY ର ହର୍ବଲ ସପ୍ଲିମେଣ୍ଟ ମିଳିଥାଏ I

4.ସଜନା ପେଟ ସମସ୍ୟା ପାଁଇ ଲାଭକାରୀ ଅଟେ I ଏହା ଆପଣ ଙ୍କ ର ପେଟ ର ମୈଲା କୁ ସଫା କରିଥାଏ I ଏବଂ ସବୁ ଜୀବାଣୁ ଙ୍କୁ ଦୂର କରିଥାଏ I ପେଟ ରେ ଥିବା କେଞ୍ଚୁଆ ଆଦି ସମସ୍ୟା କୁ ମଧ୍ୟ ଏହା ଭଲ କରିଥାଏ I

5.ଓଜନ କମାଇବା ରେ ହେଇଥାଏ ଲାଭକାରୀ I ସଜନା ରେ ଡୈୟୁରେଟିକ ଗୁଣ ରହିଥାଏ I ଯାହା କି ଶରୀର ର ଅନାବଶ୍ୟକ ଜଳ କୁ କମ କରିଥାଏ I ଏଥିରେ ଥିବା ଆଣ୍ଟି ଇନ୍ଫ୍ଲଏମେଣ୍ଟାରୀ ଗୁଣ ଶରୀର ର ଯନ୍ତ୍ରଣା କୁ ଦୂର କରିଥାଏ I ଏହା ଶରୀର ର ଅନାବଶ୍ୟକ ଫ୍ୟାଟ କୁ ମଧ୍ୟ ଦୂର କରିଥାଏ I

6. ଯେଉଁ ମାତା ମାନେ ନିଜ ସନ୍ତାନ ଙ୍କୁ କ୍ଷୀର ଦେଇଥାନ୍ତି ସେମାନେ ସଜନା ର ସେବନ ଦ୍ୱାରା ସ୍ତନ ରେ କ୍ଷୀର ର କମି ରହି ନ ଥାଏ I ଏବଂ ସମୟ ରେ କମଜୋରୀ କିମ୍ବା ଥକାପଣ ପରି ସମସ୍ୟା ରହି ନ ଥାଏ I କାରଣ ସଜନା ରେ ପର୍ଯ୍ୟପ୍ତ ପରିମାଣ ର କ୍ୟାଲସିୟମ ରହିଥାଏ I ଏହି ସଜନା ର ପତ୍ର ରେ ପ୍ରଚୁର ପ୍ରୋଟିନ ମଧ୍ୟ ରହିଥାଏ I ଏହା ର ଏକ କପ ପତ୍ର ରେ ପ୍ରାୟ 2 ଗ୍ରାମ ପ୍ରୋଟିନ ରହିଥାଏ I

The post ଏହା ହେଉଛି ଦୁନିଆର ସବୁଠୁ ଶକ୍ତିଶାଳୀ ପରିବା, ଖାଇବା ଦ୍ୱାରା ଦୁର ହୋଇଥାଏ ୩୦୦ ରୁ ଅଧିକ ରୋଗ, ଆପଣଙ୍କ ଘରେ ମଧ୍ୟରେ ଥିବ ଏହି ପରିବା ଗଛ … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here