ଅନେକ ସମୟ ରେ ବିବାହ ପରେ କିଛି ଆଶ୍ଚଯ୍ୟକର ପରିବର୍ତନ ଦେଖିବାକୁ ମିଳିଥାଏ , କିଛି ପରିବର୍ତନ ସକାରାତ୍ମକ ହେଇଥାଏ ତ କେଉଁ କେଉଁ ପରିବର୍ତନ ନକାରାତ୍ମକ ମଧ୍ୟ ହେଇଥାଏ | ନକାରାତ୍ମକ ପରିବର୍ତନ ଦ୍ୱାରା ଲୋକେ ନାନା ସମସ୍ୟା ର ସମୁଖୀନ ହେଇଥାନ୍ତି | ବିବାହ ଏକ ଏପରି ବନ୍ଧନ ଯାହା ପ୍ରେମ ଓ ବିଶ୍ୱାସ ର ବନ୍ଧନ ଅଟେ |
ଯଦି ସାମାନ୍ୟ ଅବିଶ୍ୱାସ ଏହି ସମ୍ପର୍କ କୁ ଆସିଥାଏ ତ ଏହି ବନ୍ଧନ କେବେ ହେଲେ ସଫଳ ହେଇ ନ ଥାଏ | ତେବେ ଆଜି ଆମେ ଏହିପରି କିଛି ଯୁବତୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କୁ ବିବାହ କରିବା ଉଚିତ ନୁହେଁ |
ଅନ୍ୟ ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଉଥିବା ଯୁବତୀ | ଯେଉଁ ଯୁବତୀ ପ୍ରତୋକ ପୁରୁଷ ଙ୍କ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି ସେପରି ଯୁବତୀ ଙ୍କ ଠାରୁ ସଂବନ୍ଧନ ରହିବା ଜରୁରୀ ହେଇଥାଏ | କାରଣ ବିବାହ ପରେ ମଧ୍ୟ ଏହି ଯୁବତୀ ଙ୍କ ର ଏପରି ଅଭ୍ୟାସ କମି ନ ଥାଏ | ଏପରି ସ୍ଵଭାଵ ର ଯୁବତୀ ବହୁତ ଆପଣ ଙ୍କ ର ଉତ୍ତମ ଜୀବନସାଥୀ ହେଇ ପାରିବେ ନାହିଁ |
ଦ୍ୱିତୀୟ ରେ ଯେଉଁ ଯୁବତୀ ସକାଳୁ ଅଧିକ ସମୟ ସୋଇଥାନ୍ତି ଏବଂ ଖୁବ ଅଳସୁଆ ସ୍ଵଭାଵ ର ହେଇଥାନ୍ତି ଏପରି ଯୁରେବତୀ ଙ୍କୁ ମଧ୍ୟ ବିବାହ କରିବା ଉଚିତ ହେଇ ନ ଥାଏ | ଏପରି ଘରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ | ଏପରି ଘରେ ସର୍ବଦା ଅଶାନ୍ତି ବାତାବରଣ ଲାଗି ରହିଥାଏ | ବିବାହ ମଧ୍ୟ ବେଶୀ ଦିନ ସମ୍ପର୍କ ଭଲ ରହି ନ ଥାଏ |
ତୃତୀୟ ରେ ଯେଉଁ ଯୁବତୀ କଟୁ ବାକ୍ୟ ର ପ୍ରୟୋଗ କରିଥାନ୍ତି ସେପରି ଯୁବତୀ ଙ୍କୁ ମଧ୍ୟ କେବେ ହେଲେ ବିବାହ କରିବା ଉଚିତ ନୁହେଁ | ମହିଳା ଙ୍କ ର ଏପରି ବ୍ୟବହାର କାରଣ ରୁ ଘରେ ସର୍ବଦା କଳି ଝଗଡା ମଧ୍ୟ ଲାଗି ରହିବ | ଏବଂ ଏପରି ଯୁବତୀ କେବେ ହେଲେ ଆପଣ ଙ୍କ ର ଉତ୍ତମ ଜୀବନସାଥୀ ହେଇ ପାରିବେ ନାହିଁ |
The post ଏପରି ୩ଟି ଯୁବତୀଙ୍କ ସହ କେବେ ହେଲେ ସମ୍ବନ୍ଧ ରଖନ୍ତୁ ନାହିଁ, ଜୀବନ ହୋଇଯିବ ବରବାଦ,ସବୁଦିନ କାନ୍ଧିବେ appeared first on Odianews24.info.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //odianews24.info/ehhi-tiniti-saha-kebebi-rakhantu-nahi/

