ଏଠାରେ ଝିଅ ମାନଙ୍କୁ ବାହା ହେବା ପାଇଁ ମିଳୁ ନାହାଁନ୍ତି ପୁଅ…. ବିବାହ କରିଲେ ୧୦ ଲକ୍ଷ୍ୟ ଟଙ୍କାର ପୁରସ୍କାର ବି ମିଳିବ

0
Advertisement


ଆମ ଦେଶ ରେ ପୁଅ ଝିଅ ଙ୍କ ର ଅନୁପାତ ପ୍ରାୟ ସମାନ ନାହିଁ I ଆମ ଦେଶ ରେ ଝିଅ ଙ୍କ ତୁଳନା ରେ ପୁଅ ସାମାନ୍ୟ ଅଧିକ ଅଛନ୍ତି I ଏବଂ ପୁଅ ଘର ସର୍ବଦା ନିଜ ପୁଅ ପାଁଇ ଉଚିତ ଜୀବନସାଥୀ ର ସନ୍ଧାନ କରିଥାନ୍ତି I ଏବଂ ସରକାର ପୁଅ ଓ ଝିଅ ଙ୍କ ର ଅନୁପାତ ସମାନ କରିବାକୁ ଅନେକ ଯୋଜନା ମାନ କରୁଛନ୍ତି I

ଏହି ଅଭିଯାନ ରେ ବେଟି ବଚାଓ ବେଟି ପଢ଼ାଓ I ଆମ ସରକାର ମାଗଣା ଶିକ୍ଷ୍ୟା ପ୍ରଦାନ ମଧ୍ୟ କରୁଛନ୍ତି I ଏବଂ ଝିଅ ଙ୍କ ର ବିବାହ ସମୟ ରେ ଆର୍ଥିକ ସୁବିଧା ମଧ୍ୟ ସରକାର ପ୍ରଦାନ କରୁଛନ୍ତି I ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ପୁଅ ଙ୍କ ର ବିବାହ ପାଁଇ ଝିଅ ମିଳୁ ନାହାନ୍ତି I କିନ୍ତୁ ଆଜି ଆମେ ଦୁନିଆ ର ସବୁଠାରୁ ଧନୀ ରାଷ୍ଟ୍ର ସଂୟୁକ୍ତ ଆରବ ଅମିରାତ ବିଷୟ ରେ କହିବାକୁ ଯାଉଛୁ I ଏହି ଦେଶ ଧନୀ ଦେଶ ଲିଷ୍ଟ ରେ ଗଣତି ହେଇଥାଏ I

ସଂୟୁକ୍ତ ଆରବ ଅମିରାତର ସରକାର ଏଠାରେ ଝିଅ ଙ୍କ ର ବିବାହ କରାଇବାକୁ 10 ଲକ୍ଷ୍ୟ ଟଙ୍କା ର ପୁରସ୍କାର ରାଶି ଘୋଷଣା କରିଛନ୍ତି I ଏହା ଏକ ମୁସଲିମ ଦେଶ ଅଟେ I ଏବଂ ଏଠାରେ ଦୁଇଟି ବିବାହ କରିଲେ ଯୁବକ ଙ୍କୁ ପ୍ରତି ମାସ ରେ ଟଙ୍କା ବି ମିଳିଥାଏ I ଏବଂ ସରକାର ଙ୍କ ତରଫରୁ ଘର ର ବ୍ୟବସ୍ତା ବି ରହିଛି I କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିବା ପୂର୍ବ ରୁ ପ୍ରଥମ ପତ୍ନୀ ଙ୍କ ର ଅନୁମତି ନେଇକି ଏହା କରିବେ I

The post ଏଠାରେ ଝିଅ ମାନଙ୍କୁ ବାହା ହେବା ପାଇଁ ମିଳୁ ନାହାଁନ୍ତି ପୁଅ…. ବିବାହ କରିଲେ ୧୦ ଲକ୍ଷ୍ୟ ଟଙ୍କାର ପୁରସ୍କାର ବି ମିଳିବ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here