ଏଠାକୁ ଆସିବେ ମାତ୍ରେ ମହିଳାମାନେ ଖୋଲିଦିୟନ୍ତି ନିଜ ର ବ୍ରା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

0
Advertisement

ଦୁନିଆ ରେ ଏପରି ଅନେକ ଟୁରିଷ୍ଟ ଜାଗା ରହିଛି , ଯେଉଁ ଅଂଚଳ କୁ ଲୋକେ ଅନେକ ଦୂର ରୁ ଆସିଥାନ୍ତି | ଏବଂ ସେହି ଅଂଚଳ ର ସୁନ୍ଦରତା କୁ ଉପଭୋଗ କରିଥାନ୍ତି | ଏବଂ ଦୁନିଆ ରେ ଏପରି ଏକ ଜାଗା ରହିଛି ଯେଉଁଠାକୁ ମହିଳାମାନେ ଆସି ନିଜ ର ବ୍ରା କାଢ଼ିଦେଇଥାନ୍ତି |

ଏହା ଜାଣି ଆପଣ ଆଶ୍ଚଯ୍ୟ ହେବେ , କିନ୍ତୁ ଏହିପରି କିଛି ଘଟିଛି ଏହି ଅଂଚଳ ରେ | ଏହା ପଛ ର ବି ଏକ ବିଶେଷ କାରଣ ରହିଛି | ଏବଂ ଏଠାକୁ ଆସି ମହିଳାମାନେ ନିଜ ବ୍ରା ଏଠାରେ ଟାଙ୍ଗିଦେଇଥାନ୍ତି |

ନ୍ୟୁଜଲାଣ୍ଡ ରେ ସେଣ୍ଟ୍ରାଲ ଓଟେଙ୍ଗ ( Central Otego) ର କେରଡ଼ନା ଟୁରିଷ୍ଟ ସାରା ଦୁନିଆ ରେ ଫେମସ ଅଟେ | ଏବଂ ଏହି ଅଂଚଳ ର ପରମ୍ପରା ପାଁଇ ଏହା ସାରା ଦୁନିଆ ରେ ପରିଚିତ ଅଟେ | ଏଠାରେ ହଜାର ହଜାର ସଂଖ୍ୟା ରେ ମହିଳା ମାନେ ନିଜ ର ବ୍ରା ଟାଙ୍ଗିଥାନ୍ତି |

ଏପରି କୁହାଯାଇଥାଏ କି ଦୁଇ ଦଶକ ପୂର୍ବ ରୁ ଏଠାକୁ ଚାରି ଯୁବତୀ ନୂଆ ବର୍ଷ ପାଳନ କରିବାକୁ ଆସିଥିଲେ ଏବଂ ଯୁବତୀ ମାନେ ପାଟି ରେ ଏତେ ବିଭୋର ହେଇଯାଇଥିଲେ ସେମାନେ ଏଠାରେ ନିଜ ର ବ୍ରା ଟାଙ୍ଗି ଦେଇ ଯାଇଥିଲେ | ଏହିପରି ଅନ୍ୟ ଟୁରିଷ୍ଟ ମାନେ ବି ଏହା କୁ ଅନୁସରଣ କରିବା ଆରମ୍ଭ କରିଲେ |

The post ଏଠାକୁ ଆସିବେ ମାତ୍ରେ ମହିଳାମାନେ ଖୋଲିଦିୟନ୍ତି ନିଜ ର ବ୍ରା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/ethaku-asiba-matre-mahila-mane/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here