ଉତ୍ତମ ସ୍ଵାସ୍ତ୍ୟ ପାଁଇ ସପ୍ତାହକୁ ଏତିକି ଥର ରଖନ୍ତୁ ସମ୍ବନ୍ଧ, ଜୀବନ ସାରା କରିବେ ମଜା…

0
Advertisement

ସର୍ବଦା ନବ ବିବାହିତ ଦମ୍ପତି ଙ୍କର ମନ ରେ ଏହି ପ୍ରଶ୍ନ ଆସିଥାଏ କି ସପ୍ତାହ କୁ କେତେ ଥର ଶାରୀରିକ ସମ୍ବନ୍ଧ ରଖିବା ଉତ୍ତମ ହେଇଥାଏ | ସେ-କ୍ସ କୁ ନେଇ ଅଲଗା ଅଲଗା ଲୋକ ଙ୍କ ର ମନ ରେ ଅଲଗା ଅଲଗା ଧାରଣା ରହିଛି | ଏହି ବାବଦ ରେ ମହିଳା ଓ ପୁରୁଷ ଙ୍କ ର ଧାରଣା ସମ୍ପୂର୍ଣ ଅଲଗା ଅଟେ |

ଅଧିକ ଉତ୍ସାହିତ
ଆରମ୍ଭ ରେ ନବ ବିବାହିତ ଦମ୍ପତି ସେ-କ୍ସ ଲାଇଫ କୁ ଅଧିକ ଉତ୍ସାହିତ ହେଇ ରହିଥାନ୍ତି | ଏବଂ ଅନୁଭବ ର କମି କାରଣ ରୁ ଏହି ସେ-କ୍ସ ଯନ୍ତ୍ରଣାଦାୟକ ମଧ୍ୟ ହେଇଥାଏ | ଏପରି ଖରାପ ସେ-କ୍ସ ଆକ୍ଟିଭିଟି ଆପଣ ଙ୍କ ର ଜୀବନ ଉପରେ ବିଶେଷ ପ୍ରଭାବ ପକାଇ ଥାଏ |

ସମ୍ପର୍କ ମଜବୁତ
ସେ-କ୍ସ କେବଳ ଶାରୀରିକ ଇଚ୍ଛା କୁ ପୁରା କରି ନ ଥାଏ ଏହା ପତି ପତ୍ନୀ ଙ୍କ ର ପ୍ରେମ ସମ୍ପର୍କ କୁ ମଜବୁତ କରିଥାଏ | କିଛି ଦମ୍ପତି ବାରମ୍ବାର କମ ଦିନ ବ୍ୟବଧାନ ରେ ସେ-କ୍ସ କରିବା କୁ ପସନ୍ଦ କରିଥାନ୍ତି | ଯେଉଁ ପତି ପତ୍ନୀ ଇମୋସନାଲ ହେଇ ସେ-କ୍ସ ସମ୍ପର୍କ ରଖନ୍ତି ସେମାନେ ଏହା ତ ଉତ୍ତମ ଫଳ ପ୍ରାପ୍ତି କରିଥାନ୍ତି |

ସେ-କ୍ସ ଆପଣଙ୍କୁ ସୁନ୍ଦର କରିଥାଏ
ବୈଜ୍ଞାନିକ ଙ୍କ ର ଦୃଷ୍ଟି ରୁ ତ୍ୱଚା ର ସୁନ୍ଦରତା ମଧ୍ୟ ଏହି ସେ-କ୍ସ ସମ୍ବନ୍ଧ କାରଣ ରୁ ବୃଦ୍ଧି ହେଇଥାଏ | ସେ-କ୍ସ ସମ୍ବନ୍ଧ ସମୟ ରେ ରକ୍ତ ସଂଚାଳ ବୃଦ୍ଧି ହେଇଥାଏ | ଯାହା ଦ୍ୱାରା ତ୍ୱଚା ସୁନ୍ଦର ଦେଖାଯାଇଥାଏ |

ଯନ୍ତ୍ରଣା ସହିବା ଶକ୍ତି ବୃଦ୍ଧି ହେଇଥାଏ
ସ୍ଟେନଫୋର୍ଡ ୟୁନିଭର୍ସିଟି ର ଅନୁଧ୍ୟାନ ଅନୁସାରେ ଯନ୍ତ୍ରଣା ଓ ଭାବନା ମଧ୍ୟ ରେ ଏକ ଉତ୍ତମ ବୁଝାମଣା ରହିଥାଏ | ତେବେ ଇମୋସନାଲ ସେ-କ୍ସ ସମୟ ରେ ମହିଳା ଙ୍କ ର ଯନ୍ତ୍ରଣା 44 ପ୍ରତିସଦ ପର୍ଯ୍ୟନ୍ତ କମିଯାଇଥାଏ |

ଆରାମ ମିଳିଥାଏ
ସେ-କ୍ସ ସମ୍ବନ୍ଧ ସମୟ ରେ ହେପି ହର୍ମୋନ ନିର୍ଗତ ହେଇଥାଏ | ତେଣୁ ଯେତେ ଅଧିକ ଖୁସି ସେତେ ଅଧିକ ସେ-କ୍ସ ର ଆବଶ୍ୟକ ରହିଥାଏ | ଏହା ଦ୍ୱାରା କମ ଏକୁଟିଆପଣ ଅନୁଭବ ହେଇଥାଏ | ଏବଂ ଦମ୍ପତିମାନେ କୌଣସି ବି ପରିସ୍ଥିତି କୁ ସମାଧାନ କରିବା କୁ ସକ୍ଷମ ହେଇଥାନ୍ତି |

ସେ-କ୍ସ ଦ୍ୱାରା ଇନଫେକ୍ସନ
ଏହା ଜରୁରୀ ନୁହେଁ କି ସେ-କ୍ସ ଦ୍ୱାରା ସବୁ ସକାରାତ୍ମକ ପ୍ରତିଫଳିତ ହେଇଥାଏ | ଏହା ଦ୍ୱାରା ମହିଳା ଙ୍କ ର ଇନଫେକ୍ସନ ର ଆଶଙ୍କା ମଧ୍ୟ ରହିଥାଏ | ସ୍ଵାସ୍ତ୍ୟ ବିଶେଷଜ୍ଞ ଙ୍କ କହିବା ଅନୁସାରେ ସେ-କ୍ସ ଆକ୍ଟିଭିଟିଜ ଦ୍ୱାରା ଅନେକ ମହିଳା ଙ୍କ ର ୟୁଟିଆଇ ରେ ଇନଫେକ୍ସନ ସମସ୍ୟା ହେଇଥାଏ |

ବାରମ୍ବାର ଟୟଲେଟ
ମହିଳା ଙ୍କ ର ଏହି ସମସ୍ୟା ଏକ ସାଧାରଣ କଥା ଅଟେ | ଯେଉମାନ ଟୟଲେଟ ଯାଇକି ଆସିବା ପରେ ପୁଣି ଟୟଲେଟ ଯିବା ପରି ଅନୁଭବ କରନ୍ତି ଏବଂ ସେ-କ୍ସ ସମ୍ବନ୍ଧ ଦ୍ୱାରା ଗୁପ୍ତାଙ୍ଗ ରେ ଦାଗ ଆରମ୍ଭ ହେଇଥାଏ ତେବେ ଏହା ଏକ ବଡ଼ ସମସ୍ୟା ମଧ୍ୟ ଅଟେ | ଏଥିପାଇ ଆପଣ ଡାକ୍ତର ଙ୍କ ର ପରାମର୍ଶ ନେବା ଜରୁରୀ ଅଟେ |

The post ଉତ୍ତମ ସ୍ଵାସ୍ତ୍ୟ ପାଁଇ ସପ୍ତାହକୁ ଏତିକି ଥର ରଖନ୍ତୁ ସମ୍ବନ୍ଧ, ଜୀବନ ସାରା କରିବେ ମଜା… appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/uttama-swasthya-pain/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here