ଇରଫାନ ଖାନ ଓ ଋଷି କପୁରଙ୍କ ପରେ ଆଉ ଜଣେ ବଡ କଳାକାରଙ୍କ ନିଧନ, ସଲମାନ ଖାନଙ୍କ ଅତି ନିକଟତର ଥିଲେ.. ଦୁଃଖରେ ବୁଡ଼ିଲା ପୁରା ଫିଲ୍ମ ଜଗତ

0
Advertisement

ଆଜି ଆମେ ଆଲୋଚନା କରୁଛେ ବଲିଉଡ ଜଗତ ବିଷୟ ରେ I ବର୍ତମାନ ସମୟ ରେ ବଲିଉଡ ଜଗତ ରେ ପୁଣି ଏକ ଶୋକ ର ଛାୟା ଦେଖିବା କୁ ମିଳିଛି I ପ୍ରଥମେ ତ ଇରଫାନ ଖାଁ ଙ୍କ ର ଦେହାନ୍ତ ହେଇଥିଲା , ଏହା ପରେ ଅଭିନେତା ରୁଷି କପୁର ଙ୍କ ର ଦେହାନ୍ତ ହେଇଥିଲା I କିଛି ଦିନ ତଳେ ହିଁ ଦୁଇଟି ମହାନ ଅଭିନେତା ଙ୍କୁ ବଲିଉଡ ଜଗତ ହରାଇଥିଲା ଆଉ ଅଚାନକ ପୁଣି ଏକ ଖରାପ ଖବର ଆସିଯାଇଛି I

ବଲିଉଡ ଜଗତ ରେ ଜଣେ ସଫଳ ସିଙ୍ଗର ରୂପେ ପରିଚିତ ବାଯିଦ ଖାଁ ଙ୍କ ର ଦେହାନ୍ତ ହେଇଯାଇଛି I ମିଡ଼ିଆ ରିପୋର୍ଟ ଅନୁସାରେ ବାଯିଦ ଖାଁ କରୋନା ରେ ପୀଡିତ ଥିଲେ I ଏବଂ ଏହି କାରଣ ରୁ ସେ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରିଥିଲେ I ତାଙ୍କ ର ପୂର୍ବ ରୁ ହିଁ କିଡ୍ନୀ ରେ ସମସ୍ୟା ରହିଥିଲା I ଯାହା କୁ ନେଇ କିଛି ଦିନ ହେବ ସେ ଯନ୍ତ୍ରଣା ଅନୁଭବ କରୁଥିଲେ I

ତେବେ ସେ କରୋନା ରେ ପୀଡିତ ହେବା ପରେ ଏଥିରୁ ବର୍ତ୍ତିପାରି ନ ଥିଲେ I ବାଯିଦ ଖାଁ ଙ୍କ ର ଦେହାନ୍ତ ର ଖବର ପାଇବା ପରେ ବଲିଉଡ ର ବଡ଼ ବଡ଼ କଳାକାର ଟ୍ୱିଟର ରେ ଶୋକ ପ୍ରକାଶ କରିଥିଲେ I ବାଯିଦ ଖାଁ ବଲିଉଡ ଜଗତ ର ଜଣେ ଟପ ସିଙ୍ଗର ରୂପେ ପରିଚିତ ଥିଲେ I ଏବଂ ସେ ସବୁଠାରୁ ଅଧିକ ଅଭିନେତା ସଲ୍ମାନ ଙ୍କ ର ନିକଟତର ମଧ୍ୟ ରହିଥିଲେ I ସଲ୍ମାନ ଙ୍କ ଫିଲ୍ମ ପାଁଇ ଅନେକ ଗୀତ ସେ ଗାଇଛନ୍ତି I

ଫିଲ୍ମ “ଏକ ଥା ଟାଇଗର କା ମସଲହ ” , “ରାଉଡି ରାଠୋରଡ଼ ର ଚିନ୍ତା ତା …” ପରି ଗୀତ ତାଙ୍କ କ୍ୟାରିୟର ର ସବୁଠାରୁ ସଫଳ ସଂଗୀତ ଅଟେ I ବାଯିଦ ଖାଁ ନିଜ କ୍ୟାରିୟର ରେ ସଫଳତା ର ଶୀର୍ଷ ରେ ମଧ୍ୟ ପଦାର୍ପଣ କରିସାରିଛନ୍ତି I ତେବେ ଆଜି ତାଙ୍କ ବିୟୋଗ ରେ ସାରା ଦେଶ ତାଙ୍କ ପାଁଇ ଶୋକ ପ୍ରକାଶ କରିଛି I

The post ଇରଫାନ ଖାନ ଓ ଋଷି କପୁରଙ୍କ ପରେ ଆଉ ଜଣେ ବଡ କଳାକାରଙ୍କ ନିଧନ, ସଲମାନ ଖାନଙ୍କ ଅତି ନିକଟତର ଥିଲେ.. ଦୁଃଖରେ ବୁଡ଼ିଲା ପୁରା ଫିଲ୍ମ ଜଗତ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here