ଆମ ହିନ୍ଦୁ ଧର୍ମ ରେ ଅନେକ ପ୍ରକାର ଗ୍ରନ୍ଥ ରଚନା କରାଯାଇଛି ଏମାନଙ୍କ ମଧ୍ୟରେ ପ୍ରମୁଖ ଗ୍ରନ୍ଥ ରାମାୟଣ ଅଟେ ଏହା ହିନ୍ଦୁ ମାନଙ୍କର ପବିତ୍ର ଗ୍ରନ୍ଥ ମାନଙ୍କ ମଧ୍ୟରୁ ଗୋଟିଏ | ରାମ ଚରିତ ମାନସ କୁ ତୁଳସୀ ଦାସ ରଚନା କରିଥିଲେ |
ଶ୍ରୀ ରାମ ଚରିତ ମାନସ ଅବଧି ଭାଷା ରେ ଗୋସ୍ୱାମୀ ତୁଳସୀ ଦାସ ଙ୍କ ଦ୍ୱାରା ୧୬୦୦ ଶତାବ୍ଦୀ ରେ ରଚନା କରାଯାଇଥିବା ଏକ ମହାକାବ୍ୟ ଅଟେ | ଏହା ଭାରତୀରେ ସଂସ୍କୃତି ରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି | ଅନେକ ବର୍ଷ ହବ ଏହାକୁ ପଢା ଯାଉଛି ଆମର ଉତ୍ତର ଭାରତରେ ରାମାୟଣ ର କିଛି ଅଂଶ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ପଢାଯାଇଥାଏ | ଶ୍ରୀ ରାମ ଚରିତ ମାନସ ରେ ତୁଳସୀ ଦାସ ଙ୍କୁ ଏକ ମହା ଶକ୍ତି ର ରୂପ ଭାବରେ ଦର୍ଶ ଯାଇଛି ଯାହା କି ମହର୍ଷି ବାଲ୍ମୀକି ଙ୍କ ରାମାୟଣ ରେ ଶ୍ରୀ ରାମଙ୍କୁ ଏକ ମାନବ ର ରୂପ ଭାବରେ ଦର୍ଶା ଯାଇଛି |
ଆପଣଙ୍କୁ ଜଣାଇ ଦେଉଛୁ କି ଆମର ମହାକାବ୍ୟ ର ଅଧିକ ଶ୍ଳୋକ ମନ୍ତ୍ର ଅଟେ ଏବଂ ଏଗୁଡ଼ିକୁ ଆପଣ ଜୀବନରେ ପ୍ରତିଦିନ ଜପ କଲେ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ଜୀବନ ରେ ଏହାର ରସପାନ ଏବଂ ଗାନ କରିଲେ ଆମର ଜୀବନର ସବୁ ପ୍ରକାର ଦୁଃଖ ଦୂର ହୋଇଥାଏ |
ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଗ୍ରନ୍ଥ ରେ ରାମାୟଣ କୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଭଗବାନ ଶ୍ରୀ ରାମଙ୍କ ଜୀବନ କେମିତି ଥିଲା ଏବଂ ସେ ଜଣେ ମହା ପୁରୁଷ କେମିତି ହେଲେ ତାହା ବର୍ଣିତ ରାମ ଚରିତ ମାନସ ର ପ୍ରତେକ ପୃଷ୍ଠା ର ମନ୍ତ୍ର ସିଦ୍ଧ ଅଟେ ଯାହାକୁ ସଚ୍ଚା ମନରେ ପଢିଲେ ସମସ୍ତ ମନକାମନା ପୂର୍ଣ୍ଣ ହୋଇଥାଏ | ଆପଣଙ୍କ ଜୀବନରେ ଖୁସି ଭାରି ଯାଏ ଏବଂ ଶାନ୍ତି ପ୍ରାପ୍ତି ହୋଇଥାଏ | ରାମାୟଣ କୁ ପାଠ କଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଯଜ୍ଞ ଏବଂ ମନ୍ତ୍ର ର ପ୍ରଭାବ ହେତୁ ଆପଣଙ୍କ ଘର ସମୃଦ୍ଧି ହେବ | ଏହି ମନ୍ତ୍ର କେବଳ ସୁଖ ପାଇଁ ନୁହେଁ ବରଂ ବର୍ଷ ପାଇଁ, ଲକ୍ଷ୍ମୀ ପ୍ରାପ୍ତି ପାଇଁ ହେଉ ଅବା ଜ୍ଞାନ ପ୍ରାପ୍ତି ପାଇଁ ବି ଏହା ହୋଇପାରିବ |
ଏହି ମନ୍ତ୍ର ଜପ କଲେ ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ | କେବେ କେବେ ଆମ ଜୀବନରେ ଏମିତି ଦୁଃଖ ଆସିଥାଏ ଯେଉଁଥିରୁ ମୁକୁଳିବା ବହୁତ କଷ୍ଟକର ହୋଇଥାଏ | ଆମେ ଲକ୍ଷେ ଚେଷ୍ଟା କଲେବି ଆମକୁ ଫଳ ମିଳି ନଥାଏ | ଆମେ ଆହତ ଦୁଖୀ ଓ ନିରାଶ ହୋଇଯାଇଥାନ୍ତି ଆଉ ଯଦି ଇଶ୍ୱରଙ୍କ କୃପା ଆମ ଉପରେ ଅଛି ତା ଆମେ ଏହି ଫଳପ୍ରାପ୍ତି ରେ କେହି ଅଟକାଇ ପାରିବେ ନାହିଁ | ତ ଆଜି ବନ୍ଧୁଗଣ ରାମାୟଣ ର ଏହି ଦୁଇ ଶ୍ଳୋକ ସମ୍ପର୍କ ରେ କୁହାଯାଇଛି ଯାହା ଆପଣଙ୍କ ଜୀବନ ସବୁ ଦୁଃଖ ଦୂର ହୋଇଯିବ | ତେବେ ଆସନ୍ତୁ ଜାଣିବା ସେହି 2ଟି ଶୋଳ୍କ ସମ୍ବନ୍ଧରେ |
1- ଭୂତ ପିଶାଚ ନିକଟ ନହିଂ ଆୱୈ ମହାୱୀର ଜବ ନାମ ସୁନାୱୈ |
ଅର୍ଥ- ଯେଉଁଠି ମହାବୀରଙ୍କ ନାମ ଜପ କରାଯାଇଥାଏ ସେଠାକୁ ଭୁତ,ପୀସଯ ଆଉ କେବେ ଆସନ୍ତି ନାହିଁ |
2- ନାଶେ ରୋଗ ହରେ ସବ ପୀରା ଜପତ ନିରଂତର ହନୁମତ ବୀରା |
ଅର୍ଥ- ବୀର ହନୁମାନଜି ! ଆପଣଙ୍କ ନିରନ୍ତର ଜପ କରିବା ଦ୍ୱାରା ସବୁ ରୋଗ ଭଲ ହୋଇଯାଇଥାଏ ଆଉ ସବୁ ପୀଡା ଦୂର ହୋଇଥାଏ |
The post ଆପଣବି ଶୋଇବା ପୁର୍ବରୁ ଜପ କରନ୍ତୁ ରାମାୟଣର ଏହି ଦୁଇଟି ଶ୍ଳୋକ ଆଉ ଦେଖନ୍ତୁ ଚମତ୍କାର, ନିଜେ ଜାଣି ପାରିବେ appeared first on Odianews24.info.

