ଆଜି ପାଳରେ ବାଇଗଣ ତୋଳୁଥିବାର ଦେଖା ଗଲା ଏହି ପ୍ରସିଦ୍ଧ ଭାରତୀୟ ଖେଳାଳିଙ୍କୁ, କେବେ ଥିଲେ IPL ର ସବୁଠାରୁ ଦାମୀ ଖେଳାଳି

0
Advertisement


ଆଜିକା ସମୟ ହେଉଛି ସୋସିଆଲ ମିଡ଼ିଆ ର ସମୟ , ପ୍ରତୋକ କୋଣ ଅନୁକୋଣ ର ଘଟଣା କ୍ଷଣିକ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥାଏ I ଏବଂ ଏପରି କିଛି ନାମୀ ଦାମୀ ଲୋକ ଙ୍କ ର ପ୍ରତୋକ ଜୀବନ ର ଛୋଟ ମୋଟ ଘଟଣା ମାନ ଲୋକେ ସହଜ ରେ ଜାଣିପାରିଥାନ୍ତି I ଏକ ଏହିପରି ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି I ଏହି ଜଣେ ଖେଳାଳି ଖେତ ରେ ବାଇଗଣ ତୋଳୁଥିବା ର ଦେଖିବାକୁ ମିଳିଛନ୍ତି I ତେବେ ଚାଲନ୍ତୁ ଜାଣିବା ଏହି ଭାରତୀୟ ଖେଳାଳି ଙ୍କ ବିଷୟ ରେ I

ଆଜି ଆମେ ଆପଣ ଙ୍କୁ ଯେଉଁ ଭାରତୀୟ ଖେଳାଳି ଙ୍କ ର ଫୋଟୋ ଦେଖାଉଛୁ ଏହା ଲୋକ ଙ୍କ ମଧ୍ୟ ରେ ଖୁବ ଅଧିକ ଭାଇରଲ ହେବାରେ ଲାଗିଛି I ଏହି ଖେଳାଳି ହେଉଛନ୍ତି ୟୁସୁଫ ପଠାନ I ମୈଦାନ ରେ ନିଜ ର ଆକ୍ରମକ ଖେଳ କାରଣ ରୁ ବେଶ ଚର୍ଚା ରେ ରହିଥାନ୍ତି I ଏବଂ ଆଜି ତାଙ୍କ ର ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି I

କ୍ରିକେଟ ପ୍ରେମୀ ଏହି ଫୋଟୋ କୁ ଅଧିକ ରୁ ଅଧିକ ପସନ୍ଦ କରିବା ସହ ଏହା କୁ ସେୟାର କରୁଛନ୍ତି I ତେବେ ଏହି ଅଲ୍ରାଉଣ୍ଡର ଖେଳାଳି ୟୁସୁଫ ଙ୍କ ର ଜନ୍ମ ଗୁଜୁରାଟ ରେ ଅଟେ I ଏବଂ ସେ ସୋସିଆଲ ମିଡ଼ିଆ ରେ ଅଧିକ ଆକ୍ଟିଭ ରହିଥାନ୍ତି I

ଏହି ଫୋଟୋ କୁ ହଜାର ସଂଖ୍ୟା ରେ ଦର୍ଶକେ ପସନ୍ଦ କରୁଛନ୍ତି ତେଣୁ ତାଙ୍କ ର ଉପଲୋଡ କରିଥିବା ଫୋଟୋ ଓ ଭିଡିଓ ଲୋକ ଙ୍କୁ ଅଧିକ ପସନ୍ଦ ବି ଆସିଛି I ଅଧିକ ସଂଖ୍ୟା ରେ ଲୋକେ ଏହି ଫୋଟୋ ରେ ପ୍ରଶଂସା ବି କରିଛନ୍ତି ଏବଂ କିଛି ଲୋକେ କମେନ୍ଟ ରେ ଲେଖିଛନ୍ତି ଜୟ ଯବାନ ଜୟ କିସାନ I

The post ଆଜି ପାଳରେ ବାଇଗଣ ତୋଳୁଥିବାର ଦେଖା ଗଲା ଏହି ପ୍ରସିଦ୍ଧ ଭାରତୀୟ ଖେଳାଳିଙ୍କୁ, କେବେ ଥିଲେ IPL ର ସବୁଠାରୁ ଦାମୀ ଖେଳାଳି appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here