ଅଯଥା ସିଟି ସ୍କାନ କରନ୍ତୁ ନାହିଁ, ହୋଇପାରେ କ୍ୟାନସର: ଏମସ୍ ନିର୍ଦ୍ଦେଶକ

0
ODISHA LINK
ct scan
Advertisement

ଭୁବନେଶ୍ୱର: କୋଭିଡ ଚିକିତ୍ସାକୁ ନେଇ ଏମସ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଅଯଥା ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଇଛନ୍ତି ଡ. ରଣଦୀପ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ, କ୍ୟାନସର ହେବାର ବିପଦ ରହିଛି।

ଏଥିସହ ଯେ କହିଛନ୍ତି ଯେ, ଥରେ ସିଟି ସ୍କାନ ୩ ଶହ ଥର ଛାତି ଏକ୍ସ-ରେ ସହ ସମାନ। ସ୍ୱଳ୍ପ ଲକ୍ଷଣ ଥିଲେ ସିଟି ସ୍କାନର ଆବଶ୍ୟକତା ନାହିଁ। ବାୟୋମାର୍କର ଟେଷ୍ଟ ବି ସମସ୍ତଙ୍କୁ ନ କରିବାକୁ ପରାମର୍ଶ ଦେଲେ ଡ. ରଣଦୀପ ଗୁଲେରିଆ।

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2021/05/03/aiims-director-said-about-ct-scan/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here