ଅନ୍‌ଲକ୍‌-୩ : ଉଠିଲା ରାତ୍ରକାଳୀନ କର୍ଫ୍ୟୁ

0
ଅନ୍‌ଲକ୍‌-୩ : ଉଠିଲା ରାତ୍ରକାଳୀନ କର୍ଫ୍ୟୁ
Advertisement

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅଣାୟତ୍ତ ଥିବା ବେଳେ କେନ୍ଦ୍ର ସରକାର ଜାରି କରିଛନ୍ତି ଅନ୍‌ଲକ୍-୩ ଗାଇଡଲାଇନ୍। କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏଁ ଲକ୍‌ଡାଉନ୍‌ ଜାରି। ରାତ୍ରକାଳୀନ କର୍ଫ୍ୟୁ କଟକଣାକୁ ଉଠାଇଲେ ସରକାର।

ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ। କିିନ୍ତୁ ଅଗଷ୍ଟ ୩୧ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଅଗଷ୍ଟ ୫ରୁ ଜିମ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମେଟ୍ରୋ ଟ୍ରେନ ସେବା ବର୍ତ୍ତମାନ ପାଇଁ ବନ୍ଦ ରହିବ ।ବାହାରକୁ ପାଦ କାଢ଼ିଲେ ମାସ୍କ ପିନ୍ଧିବା ଏବେ ବି ଜରୁରୀ ରହିଛି ।

The post ଅନ୍‌ଲକ୍‌-୩ : ଉଠିଲା ରାତ୍ରକାଳୀନ କର୍ଫ୍ୟୁ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //www.odishalink.com/2020/07/29/mha-issues-unlock-3-guidelines/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here