ଅନେକ ବର୍ଷ ପରେ ବିରାଟ କୋହଲି ଙ୍କର ବଡ଼ ବୟାନ, କହିଲେ- ‘୨୦୦୮ ବର୍ଷ ମୋ ପାଇଁ ….’

0
Advertisement


ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ ଅଟନ୍ତି | ତାଙ୍କ କ୍ୟାରିୟରରେ ଅନେକ ଏପରି ମୁହୂର୍ତ ଥିବା ଯାହା ତାଙ୍କ ପାଇଁ ସ୍ମରଣୀୟ ହୋଇଥିବ| ତାଙ୍କ ନାମରେ ଅନେକ ବଡ଼ ବଡ଼ ରେକର୍ଡ ରହିଛି | କିନ୍ତୁ ସମସ୍ତଙ୍କ ଜୀବନରେ କିଛି ଏପରି ମୁହୂର୍ତ୍ତ ଥାଏ ଯାହା ତାଙ୍କ ପାଇଁ ବହୁତ ଖାସ ହୋଇଥାଏ | ଏପରି ବି ଏକ ମୁହୂର୍ତ୍ତ ଅଛି ବିରାଟ କୋହଲିଙ୍କର ଜୀବନରେ | ସେ କହିଲେ କି 2008ରେ ରାଷ୍ଟ୍ରୀୟ ଦଳ ପାଁଇ ଚୟନ ହେବା, ତାଙ୍କ ପାଇଁ ଜୀବନର ସବୁଠୁ ବଡ ମୁହୂର୍ତ୍ତ ଥିବା ଆଉ ସେ କେବେବି ସେ ମୁହୂର୍ତ୍ତକୁ ଭୁଲି ପାରିବେନି |

କୋହଲି ବର୍ତମାନ ନିଜ ସମୟର ସବୁଠୁ ଭଲ ଫର୍ମରେ ଅଛନ୍ତି | ଏବଂ ୱାନଡେ ଓ ଟେଷ୍ଟ ମ୍ୟାଚ ରେ ଏକ ନମ୍ବର ଖେଳାଳି ରୂପେ ପରିଚିତ ହେଇପାରିଛନ୍ତି Iସେ ନିଜର ପୁରୁଣା ଦିନକୁ ମନେ ପକାଇ ନିଜର ସବୁଠୁ ପସନ୍ଦିତା ମୁହୁର୍ତ୍ତ ବିଷୟରେ କହିଥିଲେ| କହିରଖୁଛୁ କି କୋହଲି ଅଡ଼ି କାରର ଲଞ୍ଚ କାର୍ଯ୍ୟକର୍ମ ରେ ଥିଲେ I ସେ ଏହି ଖାସ ଦିନରେ କହିଲେ କି ସେ ମୁହୂର୍ତ୍ତ ଯାହା ମୋ ପାଇଁ ସବୁଠୁ ଖାସ, ତାହା ମୋ ପାଇଁ ଭାରତୀୟ ଦଳରେ ପ୍ରଥମ ଥର ଚୟନ ହେବା ଥିଲା | କୋହଲି ସେହି ମୁହୂର୍ତ୍ତ କୁ ମାନେ ପକାଇ କହିଲେ କି ଯେଉଁ ସମୟରେ ମତେ ଭାରତୀୟ ଦଳରେ ଚୟନ କରାଗଲା ସେ ସମୟରେ ମୁଁ ମୋ ମା ଙ୍କ ସହ ବସି ନ୍ୟୁଜ ଦେଖୁଥିଲି | ମୁଁ ଦଳରେ ଚୟନ ହେଇଚି ବୋଲି କୋଉଠୁ ବି କିଛି ଖବର ଆସିନଥିଲା | ଆଉ ଯେତେବେଳେ ହଟାତ ମତେ ଏହି ଖବର ମିଳିଲା ତ ମୁଁ କଣ କରିବି କିଛି ବୁଝି ପାରିନଥିଲି | ବିରାଟ କୋହଲି ଅଣ୍ଡର 19 ରେ ମଧ୍ୟ ଚୟନ ହେଇଥିଲେ I ଏହା ପରେ 2008 ମସିହା ରେ ସିନିୟର ଟିମ ରେ ଚୟନ ହେଇଥିଲେ I

ବିରାଟ କୋହଲି ଏହା ମଧ୍ୟ କହିଛନ୍ତି କି ଟିମ ରେ ଚୟନ ହେବା ପରେ ସେ ଅନେକ ପରିଶ୍ରମ କରିଛନ୍ତି I 8 ବର୍ଷ ବୟସ ରେ ସେ ଖେଳିବା ଆରମ୍ଭ କରିଥିଲେ I ଏବଂ ଆଜିକା ସମୟ ରେ ସେ ତାଙ୍କ କ୍ରିକେଟ କ୍ୟାରିୟର ରେ ଅନେକ ହେଇଛନ୍ତି I

ବର୍ତମାନ ଭାରତୀୟ କ୍ରିକେଟ ଟିମର ତିନି ଫର୍ମ ରେ ବିରାଟ କୋହଲି କ୍ୟାପଟେନ ର ରହିଛନ୍ତି I ଟି 20 , ୱାନଡେ ଓ ଟେଷ୍ଟ କ୍ୟାରିୟର ରେ ବିରାଟ କୋହଲି କ୍ୟାପଟେନ ରହିଛନ୍ତି I ସେ ତାଙ୍କ ୱାନଡେ କ୍ୟାରିୟର ରେ 11,000 ରନ , ଓ ୱାନଡେ ରେ 7000 ରୁ ଅଧିକ ରନ କରିଛନ୍ତି I

The post ଅନେକ ବର୍ଷ ପରେ ବିରାଟ କୋହଲି ଙ୍କର ବଡ଼ ବୟାନ, କହିଲେ- ‘୨୦୦୮ ବର୍ଷ ମୋ ପାଇଁ ….’ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here