ଅନେକ ଦିନ ପରେ ପୁଣି ମାର୍କେଟକୁ ଆସିଲା ହ୍ୟୁମାନ ସାଗରଙ୍କ ନୁଆ ହୃଦୟ ସ୍ପର୍ଶୀ ଗୀତ- କାଇଁ ଭଲ ପାଇଲୁ… ଦେଖନ୍ତୁ ନିଶ୍ଚୟ ମନକୁ ଛୁଇଁବ …

0
Advertisement

ଆଜି ସକାଳ 7.30 ଘଟିକା ସମୟରେ ଓଡ଼ିଆନ୍ୟୁଜ 24 ୟୁଟୁବ ଚ୍ୟନେଲରେ ହ୍ୟୁମାନ ସାଗରଙ୍କ ନୁଆ ଗୀତ ରିଲିଜ ହେଇ ସାରିଛି| ଲକଡାଉନ ଯୋଗୁ ଦୀର୍ଘ ଦିନ ଧରି ଦର୍ଶକ ମାନେ ହ୍ୟୁମାନ ସାଗରଙ୍କର ନୁଆ ଗୀତ ଦେଖିବାକୁ ପାଇଁ ନଥିଲେ | ଆମ ସମସ୍ତଙ୍କ ପ୍ରିୟ ହ୍ୟୁମାନ ଭାଇଙ୍କର ସ୍ୟାଡ ଗୀତ କାହାକୁ ବା ପସନ୍ଦ ନୁହେଁ | ତେବେ ଆଜି ଅନେକ ଦିନ ପରେ ହ୍ୟୁମାନ ସାଗରଙ୍କର ଏକ ଗୀତ ରିଲିଜ ହେଇଚି | ଯେଉଁ ଗୀତାରେ ସଙ୍ଗୀତ ଦେଇଛନ୍ତି JN Padma | ଗୀତଟିକୁ ଲେଖିଛନ୍ତି Lorry | ଆମେ ଆଶା କରୁଚୁ ଆପଣଙ୍କୁ ଏହି ନୁଆ ଗୀତ ନିଶ୍ଚୟ ଭଲ ଲାଗିବ ତେବେ ଆସନ୍ତୁ ଦେଖିବା ….

✽ Song : Kain Bhala Pailu

✽ Singer : Humane Sagar

✽ Lyrics : Lorry

✽ Music By: Jn Padma
ଦେଖନ୍ତୁ ଏହି ନୁଆ ଗୀତ :

The post ଅନେକ ଦିନ ପରେ ପୁଣି ମାର୍କେଟକୁ ଆସିଲା ହ୍ୟୁମାନ ସାଗରଙ୍କ ନୁଆ ହୃଦୟ ସ୍ପର୍ଶୀ ଗୀତ- କାଇଁ ଭଲ ପାଇଲୁ… ଦେଖନ୍ତୁ ନିଶ୍ଚୟ ମନକୁ ଛୁଇଁବ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here