ଅନୁଷ୍କା ଙ୍କ ପୂର୍ବରୁ ଏହି ସୁନ୍ଦରୀ ଯୁବତୀଙ୍କୁ ପ୍ରେମ କରୁଥିଲେ ବିରାଟ କୋହଲି, ୟାଙ୍କ ସୁନ୍ଦରତା ଆଗରେ ଅନୁଷ୍କା କିଛି ବି ନୁହଁନ୍ତି, ଦେଖିଲେ ଜାଣିପାରିବେ

0
Advertisement


ବିରାଟ କୋହଲି ଭାରତୀୟ ଟିମ ର ବର୍ତମାନ ର କ୍ୟାପଟେନ ଅଟନ୍ତି I ଏବଂ ବିରାଟ କୋହଲି ଜଣେ ସର୍ବଶ୍ରେଷ୍ଟ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି I ବିଗତ ଦିନ ରେ ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଙ୍କୁ ବିବାହ ମଧ୍ୟ କରିଛନ୍ତି I

ବିବାହ ପୂର୍ବ ରୁ ବିରାଟ ଙ୍କ ର ନାମ ଅନେକ ଅଭିନେତ୍ରୀ ଙ୍କ ସହ ଯୋଡି ହେଇଚି I ତେବେ 99% ଲୋକେ ଏହା ଜାଣିନାହାନ୍ତି କି ଅନୁଷ୍କା ଙ୍କ ସହ ପ୍ରେମ ସମ୍ବନ୍ଧ ପୂର୍ବ ରୁ ବିରାଟ କୋହଲି ଏହି ଅଭିନେତ୍ରୀ ଙ୍କୁ ପ୍ରେମ କରୁଥିଲେ I

ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ହେଉଛନ୍ତି ଇଜାବେଲ ଲିଟେ I ସେ ଜଣେ ବ୍ରାଜିଲିୟନ ମଡେଲ ଅଟନ୍ତି I ଏହି ଅଭିନେତ୍ରୀ ବଲିଉଡ ରେ ମଧ୍ୟ ଅନେକ ଫିଲ୍ମ ରେ କାମ କରିଛନ୍ତି I ଇଯବେଲ ଙ୍କ ର ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଭାଇରଲ ହେଇଚି I

ଇଯବେଲ ଙ୍କ ସହ ବିରାଟ କିଛି ଦିନ ପ୍ରେମ ସମ୍ପର୍କ ରେ ରହିଥିଲେ I ଏବଂ ଅନେକ ସ୍ଥାନ ରେ ଦୁହିଁଙ୍କୁ ଅନେକ ସ୍ଥାନ ରେ ଦେଖିବା କୁ ମଧ୍ୟ ମିଳିଛି I କିନ୍ତୁ କିଛି ଦିନ ର ପ୍ରେମ ସମ୍ପର୍କ ପରେ ସମ୍ପର୍କ ରେ ପୂର୍ଣ୍ଣଛେଦ ପଡିଯାଇଥିଲା I ଏବଂ ବିରାଟ କୋହଲି 2017 ରେ ଅନୁଷ୍କା ଙ୍କୁ ବିବାହ କରିଥିଲେ I

ଅନ୍ୟପଟେ ଇଯବେଲ ବର୍ତମାନ ସୁଧା ମଧ୍ୟ କୁମାରୀ ରହିଛନ୍ତି I ବିଗତ ଦିନ ରେ ଇଯବେଲ ଙ୍କୁ ଅଭିନେତା ଅମୀର ଖାଁ ଙ୍କ ସହ ଦେଖିବା କୁ ମିଳିଛି I ଇଯବେଲ ଅନେକ ସାଉଥ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଏହା ଛଡା ସେ ଅନେକ ବିଜ୍ଞାପନ ରେ ମଧ୍ୟ କାମ କରିଛନ୍ତି I

The post ଅନୁଷ୍କା ଙ୍କ ପୂର୍ବରୁ ଏହି ସୁନ୍ଦରୀ ଯୁବତୀଙ୍କୁ ପ୍ରେମ କରୁଥିଲେ ବିରାଟ କୋହଲି, ୟାଙ୍କ ସୁନ୍ଦରତା ଆଗରେ ଅନୁଷ୍କା କିଛି ବି ନୁହଁନ୍ତି, ଦେଖିଲେ ଜାଣିପାରିବେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here