ଅଧିକ ଦିନ ପର୍ଯ୍ୟନ୍ତ ସମ୍ବନ୍ଧ ନ ରଖିଲେ ଶରୀରରେ ଏହାର କଣ ପ୍ରଭାବ ପଡିଥାଏ, ସବୁ ସ୍ୱାମୀ ସ୍ତ୍ରୀଙ୍କୁ ଜଣା ଥିବା ଦରକାର ଏହି କଥା …

0
Advertisement

ଶାରୀରିକ ସମ୍ବନ୍ଧ ରଖିବା ଏକ ପ୍ରକାର ର ଏକ୍ସରସାଇଜ ଅଟେ | ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଲାଭଦାୟକ ମଧ୍ୟ ହେଇଥାଏ | କିନ୍ତୁ ଦୀର୍ଘ ସମୟ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଅନେକ ଖରାପ ପ୍ରଭାବ ପଡିଥାଏ |

ଶାରୀରିକ ସମ୍ବନ୍ଧ ନ ରଖିଲେ ବି ଶରୀର ଉପରେ ଏହା ର ଅନେକ ଖରାପ ପ୍ରଭାବ ପଡିଥାଏ | 1. ଦୀର୍ଘ ସମୟ ଯଦି ଆପଣ ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ଶରୀର ର ରୋଗ ପ୍ରତିଷେଧକ ଶକ୍ତି କମି ଯାଇଥାଏ | ଏବଂ ସର୍ବଦା ଶରୀର ଅସୁସ୍ଥ ହେଇ ରହିଥାଏ | 2.ଶାରୀରିକ ସମ୍ବନ୍ଧ ଯଦି ଜମା ରୁ ନ ରଖନ୍ତି ତେବେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି |

3. ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଲୋକେ ମାନସିକ ଦୁଶ୍ଚିନ୍ତା ରୁ ଦୁରେଇ ରହିଥାନ୍ତି | ଏବଂ ମନ ଖୁସି ରହିଥାଏ | 4.ଶାରୀରିକ ସମ୍ବନ୍ଧ ଦ୍ୱାରା ହୃଦୟ ରୋଗ ଜନିତ ସମସ୍ୟା ରୁ ଲୋକେ ଦୂର ହେଇଥାନ୍ତି | ଏବଂ ଅଧିକ ସମୟ ସେକ୍ସ କରିବା ଦ୍ୱାରା ହୃଦଘାତ ର ଆଶଙ୍କା ବଢ଼ିଯାଇଥାଏ | 5ସମ୍ବନ୍ଧ ରଖିବା ଦ୍ୱାରା ନିଦ ମଧ୍ୟ ଭଲ ହେଇଥାଏ ଓ ଶରୀର ସୁସ୍ଥ ରହିଥାଏ |

କିପରି ରଖିବେ ସମ୍ବନ୍ଧ
ଅଧିକ ସମୟ ସମ୍ବନ୍ଧ ରଖିବାକୁ ହେଲେ ଖାଦ୍ୟ ରେ ଫଳ , ପନି ପରିବା ଆଦି ର ସେବନ କରନ୍ତୁ | ଏହା ଦ୍ୱାରା ଶରୀର ରେ ମିନେରାଲସ ର ମାତ୍ର ବଢିଥାଏ | ଏହା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେଇଥାଏ | ଯାହା ଦ୍ୱାରା କି ଆପଣ ଦୀର୍ଘ ସମୟ ସମ୍ବନ୍ଧ ରଖିପାରିବେ |

ଅଁଳା ସେବନ ଦ୍ୱାରା ଶରୀର କୁ ଭରପୁର ମାତ୍ରା ରେ ଜିଙ୍କ ଵୈରଂ ମିଳିଥାଏ ଯାହା କି ଦୀର୍ଘ ସମୟ ଶାରୀରିକ ସମ୍ବନ୍ଧ ରଖିବା ରେ ସହାୟକ ହେଇଥାଏ | କିନ୍ତୁ ଅଧିକ ଧୁମ୍ରପାନ ଓ ମଦ୍ୟପାନ ଦ୍ୱାରା ଶାରୀରିକ ସମ୍ବନ୍ଧ ଉପରେ ମଧ୍ୟ ଏହା ର ପ୍ରଭାବ ପଡିଥାଏ |

କେତେ ସମୟ ରଖିବେ ସମ୍ବନ୍ଧ – ଏକ ଗବେଷଣା ରୁ ଜଣାଯାଇଛି କି ସେକ୍ସ କେବଳ 1 ରୁ 2 ମିନିଟ ହିଁ ରଖିବା ଉଚିତ | ଏବଂ 3-7 ମିନିଟ ବହୁତ ଅଧିକ ହେଇଥାଏ କିନ୍ତୁ 7-13 ମିନିଟ କୁ ଭଲ ବୋଲି ମଧ୍ୟ କୁହାଯାଇଥାଏ ଏବଂ 5 ରୁ 10 ମିନିଟ ର ସେକ୍ସ ସମ୍ବନ୍ଧ ରେ ଆପଣ ଖୁବ ଆନନ୍ଦ ଅନୁଭବ କରିଥାନ୍ତି , ଏହି ସମୟ ରୁ ଅଧିକ ସମୟ ର ସେକ୍ସ ସମ୍ବନ୍ଧ ଶରିରୀ ପାଁଇ ହାନିକାରକ ଅଟେ |

The post ଅଧିକ ଦିନ ପର୍ଯ୍ୟନ୍ତ ସମ୍ବନ୍ଧ ନ ରଖିଲେ ଶରୀରରେ ଏହାର କଣ ପ୍ରଭାବ ପଡିଥାଏ, ସବୁ ସ୍ୱାମୀ ସ୍ତ୍ରୀଙ୍କୁ ଜଣା ଥିବା ଦରକାର ଏହି କଥା … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/adhika-dina-dhari-jadi-na-karibe-kama/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here