ଅଣ୍ଡାରୁ ଠାରୁ ବି ଅଧିକ ପ୍ରୋଟିନ ଦେଇଥାଏ ଏହି ୫ଟି ସାକାହାରୀ ଖାଦ୍ୟ, ଖାଆନ୍ତୁ ଓ ସବୁବେଳେ ରୁହନ୍ତି ସୁସ୍ଥ …

0
Advertisement

ଏପରି କାହାରି ଘର ନାହିଁ ଯାହା ଘରେ ଅଣ୍ଡା ଲୋକେ ଖାଇ ନ ଥାନ୍ତି I ଅଣ୍ଡା ରୁ ମିଳୁଥିବା ପ୍ରୋଟିନ ଲୋକ ଙ୍କ ପାଁଇ ବିଶେଷ ଲାଭକାରୀ ହେଇଥାଏ I କିନ୍ତୁ ଯେଉଁମାନେ ଅଣ୍ଡା ଖାଇବା କୁ ନ ଚାହୁଁଛନ୍ତି ସେମାନେ ଏହି ସବୁ ସାକାହାରୀ ଖାଦ୍ୟ ଗ୍ରହଣ କରିପାରିବେ I ଏହି ସବୁ ସାକାହାରୀ ଖାଦ୍ୟ ରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ I ଏବଂ ଏହା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ଅଟେ I ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଫଳମୂଳ ରେ ରହିଛି ପ୍ରୋଟିନ I

ଅଣ୍ଡା ରୁ ଅଧିକ ପ୍ରୋଟିନ ରହିଥାଏ ଏହି ସବୁ ସାକାହାରୀ ଖାଦ୍ୟ
ଯଦି ଆପଣ ଙ୍କ ର ଶରୀର ରେ ପ୍ରୋଟିନ କମିଥାଏ ତେବେ ଏହି ସବୁ ଖାଦ୍ୟ ଗ୍ରହଣ କରିପାରିବେ I ତେବେ ଆପଣ ଅଣ୍ଡା କୁ ଭୁଲିଯାଇ ଏହି ସବୁ ସାକାହାରୀ ଖାଦ୍ୟ ମଧ୍ୟ ଗ୍ରହଣ କରିପାରିବେ ଯାହା କି ଲାଭକାରୀ ଅଟେ I

ଡାଲି
ଡାଲି ରେ ଅନେକ ପ୍ରୋଟିନ ରହିଥାଏ ଓ ଅନେକ ଭିଟାମିନ ମଧ୍ୟ ରହିଥାଏ I ଯଦି ଆପଣ ପ୍ରତୋକ ଦିନ ଡାଲି ଖାଉଛନ୍ତି ତେବେ ଏହା ର ସ୍ୱାଦ ଓ ସ୍ଵାସ୍ତ୍ୟ ଉଭୟ ପାଁଇ ଲାଭକାରୀ ଅଟେ I ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ I ଏବଂ ଏହା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହେଇଥାଏ I

ଗ୍ରୀନ ମଟର
ଥଣ୍ଡା ଦିନ ରେ ଗ୍ରୀନ ମଟର ବିଶେଷ ଲାଭକାରୀ ଅଟେ I ଯାହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ଵାସ୍ତ୍ୟ ପାଁଇ ମଧ୍ୟ ଲାଭକାରୀ ଅଟେ I ମଟର ରେ ପ୍ରଚୁର ପରିମାଣ ର ପ୍ରୋଟିନ ଓ ଭିଟାମିନ ରହିଥାଏ I

ଡେୟରୀ
ସାଧାରଣ ଭାବ ରେ ଡେୟରୀ ପ୍ରଡକ୍ଟ ରେ କ୍ଷୀର , ଦହି , ଘିଅ ଓ ପନିର ଆଦି ରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ I ଏହା ର ସେବନ ଦ୍ୱାରା ଆପଣ ପ୍ରଚୁର ପରିମାଣ ର ପୋଷକତତ୍ୱ ପାଇପାରିବେ I

ସବୁଜ ପନିପରିବା
ଥଣ୍ଡା ଦିନ ରେ ଗ୍ରୀନ ପନିପରିବା ଖାଇବା ବିଶେଷ ଲାଭକାରୀ ଅଟେ I ଏହି ସବୁ ପନିପରିବା ବର୍ଷ କୁ 12 ମାସ ସେବନ କରିବା ଲାଭକାରୀ ଅଟେ I ଏହି ସବୁ ପନିପରିବା ରେ ପ୍ରଚୁର ପ୍ରୋଟିନ ରହିଥାଏ I

ଡ୍ରାଏ ଫୁଡ
ଡ୍ରାଇ ଫୁଡ଼ ସେବନ ବିଶେଷ ଲାଭକାରୀ ଅଟେ I ଆପଣ ଜାଣି ନ ଥିବେ କି ଏଥିରେ ପ୍ରଚୁର ପରିମାଣ ର ଇମ୍ୟୁନିଟି ରହିଥାଏ I ଖାସ କରିକି ବାଦାମ ରେ ଥିବା ପ୍ରୋଟିନ ସହଜ ରେ ଶରୀର ରେ ହଜମ ହେଇଯାଇଥାଏ I ଏବଂ ଏହା ର ପୋଷକତତ୍ୱ ଶରୀର ପାଁଇ ଲାଭକାରୀ ଅଟେ I

The post ଅଣ୍ଡାରୁ ଠାରୁ ବି ଅଧିକ ପ୍ରୋଟିନ ଦେଇଥାଏ ଏହି ୫ଟି ସାକାହାରୀ ଖାଦ୍ୟ, ଖାଆନ୍ତୁ ଓ ସବୁବେଳେ ରୁହନ୍ତି ସୁସ୍ଥ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://odianews24.info/anda-tharu-adhika-protine-deithae/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here