ଅଣ୍ଡର-୧୯ ବିଶ୍ୱକପ : ଭାରତ ପାକିସ୍ତାନକୁ ୧୦ ଵିକେଟରେ ହରାଇ, ଫାଇନାଲ ରେ ପହଞ୍ଚିଲେ, ଶୋଚନୀୟ ପରାଜୟ

0
Advertisement


ଭାରତ ଓ ପାକିସ୍ତାନ ଅଣ୍ଡର 19 ଟିମ ମଧ୍ୟ ରେ 2020 ବିଶ୍ୱକପ ର ସେମିଫାଇନାଲ ମ୍ୟାଚ ଆୟୋଜିତ ହେଇଯାଇଛି I ଏହି ମ୍ୟାଚ ରେ ଭାରତୀୟ କ୍ରିକେଟ ଟିମ ନିଜ ର ସୁନ୍ଦର ଖେଳ ପ୍ରଦର୍ଶନ କୁ ନେଇ 10 ଵିକେଟ ରେ ବିଜେତା ହେଇଚି I ଏବଂ ଏହି ବିଜୟ କୁ ନେଇ ଭାରତୀୟ ଅଣ୍ଡର 19 କ୍ରିକେଟ ଟିମ ଫାଇନାଲ ମ୍ୟାଚ ରେ ନିଜ ର ସ୍ଥାନ ବଜାୟ ରଖିଛନ୍ତି I ଆଗାମୀ ସମୟ ରେ ଭାରତୀୟ କ୍ରିକେଟ ଟିମ 9 ଫ୍ରେବୁୟାରୀ କୁ ନ୍ୟୁଜଲାଣ୍ଡ ଓ ବାଂଲାଦେଶ ମଧ୍ୟ ରେ ହେବାକୁ ଥିବା ସେମିଫାଇନାଲ ର ବିଜେତା ଟିମ ସହ ଖେଳିବା କୁ ସୁଯୋଗ ପାଇବ I

ପାକିସ୍ତାନ ମାତ୍ର 172 ରନ ରେ ଆଉଟ
ଏହି ମ୍ୟାଚ ରେ ଟସ ଜିତିବା ପରେ ପାକିସ୍ତାନ ଟିମ ପ୍ରଥମେ ବ୍ୟାଟିଂ କରିବା କୁ ନିଷ୍ପତି ନେଇଥିଲେ I ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ର ଖେଳ ପ୍ରଦର୍ଶନ ଆରମ୍ଭ ରୁ ହିଁ ଖରାପ ରହିଥିଲା I ପାକିସ୍ତାନ ଟିମ ର ମୋହମ୍ମଦ ହୁରିଆ ମାତ୍ର 4 ରନ କରି ଆଉଟ ହେଇଥିଲେ I

ଏହା ପରେ ବ୍ୟାଟିଂ କରିଥିଲେ ଫାଂହଦ ମୁନୀର ସେ ମଧ୍ୟ ନିଜ ର ଖାତା ଖୋଲିବାରେ ଅସମର୍ଥ ହେଇଥିଲେ I ତୃତୀୟ ନମ୍ବର ରେ ବ୍ୟାଟ୍ସମ୍ୟାନ ହାଇଦର ଅଲି ଓ କ୍ୟାପଟେନ ରୋହିଲ ନଜିର ମୋଟ 65 ରନ କରିଥିଲେ I

ଏହି ଯୋଡି ଭାଙ୍ଗିବା ପରେ ପାକିସ୍ତାନ ଟିମ ର ମୂଳ ଦୁଆ କମଜୋର ହେଇଯାଇଥିଲା I ଏବଂ ପାକିସ୍ତାନ ଟିମ 43.1 ଓଭର ରେ ମାତ୍ର 172 ରନ କରିଥିଲେ ଅଲ ଆଉଟ ହେଇଯାଇଥିଲେ I

ପାକିସ୍ତାନ ଟିମ ର କ୍ୟାପଟେନ ରୋହେଲ 102 ବଲ ରେ 62 ରନ କରିଥିଲେ I ଟିମ ର ଓପନର ଖେଳାଳି ହେଦର ଅଲ୍ଲୀ ମାତ୍ର 57 ରନ କରିଥିଲେ I

ଭାରତୀୟ ଅଣ୍ଡର 19 ଟିମ ର ସୁଶାନ୍ତ ମିଶ୍ର 8.1 ଓଭର ରେ ମାତ୍ର 28 ରନ ଦେଇଥିଲେ ଓ 3 ଵିକେଟ ହାସିଲ କରିଥିଲେ I ସେହିପରି ରବି ଵିସରାଇ ଓ କାର୍ତିକ ତ୍ୟାଗୀ ମଧ୍ୟ 2-2 ଗୋଟି ଵିକେଟ ନେଇଥିଲେ I

ଭାରତ ପାଁଇ ଲକ୍ଷ ହାସିଲ
ଭାରତୀୟ ଅଣ୍ଡର 19 ଟିମ ର ଓପନ୍ର ବ୍ୟାଟ୍ସମ୍ୟାନ ୟଶସ୍ଵୀ ଜେସବଲ ଓ ଦିବ୍ୟାନଶୁ ସାକ୍ସେନା 173 ରନ ରେ ବେଶ ସୁନ୍ଦର ଓପନିଂ କରିଥିଲେ I ଭାରତ 10 ଵିକେଟ ରେ 23.6 ଓଭର ରେ ବିଜେତା ହେଇଥିଲା I ଭାରତ ର ଯଶସ୍ବୀ 113 ବଲ ରେ 105 ରନ କରିଥିଲେ ସେହିପରି ଟିମ ପାଁଇ 99 ବଲ ରେ 59 ରନ କରିଥିଲେ I ଅଣ୍ଡର 19 ବିଶ୍ୱକପ ରେ ଭାରତୀୟ ଟିମ ପାକିସ୍ତାନ ବିପକ୍ଷ ରେ ଏହା ପଞ୍ଚମ ବିଜୟ ଅଟେ I
ଦେଖନ୍ତୁ ପୁରା ରେକର୍ଡ

The post ଅଣ୍ଡର-୧୯ ବିଶ୍ୱକପ : ଭାରତ ପାକିସ୍ତାନକୁ ୧୦ ଵିକେଟରେ ହରାଇ, ଫାଇନାଲ ରେ ପହଞ୍ଚିଲେ, ଶୋଚନୀୟ ପରାଜୟ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here