ଅକ୍ଷୟ କୁମାର ଙ୍କର ଏହି ଅଭିନେତ୍ରୀ ପ୍ରଥମ ଫିଲ୍ମରେ ଦେଇଥିଲେ ହଟ ସିନ, ଏବେ ହେଇଯାଇଛନ୍ତି ବିଧବା ବିତାଉଛନ୍ତି ଏପରି ଜୀବନ ଜାଣିଲେ ବିଶ୍ୱାସ ହେବନି

0
Advertisement

ଫିଲ୍ମ ପ୍ୟାଡ଼ମ୍ୟାନ କୁ ନେଇ ବଲିଉଡ ରେ ଅକ୍ଷୟ କୁମାର ବେଶ ଚର୍ଚା କୁ ଆସିଥିଲେ I ଅକ୍ଷୟ କୁମାର ବିଗତ 26 ବର୍ଷ ରୁ ବଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ରହିଥିଲେ I ଅକ୍ଷୟ କୁମାର ନିଜ ର ପ୍ରଥମ ଫିଲ୍ମ ସୌଗନ୍ଧ ରେ ନଜର ଆସିଥିଲେ I ତେବେ କ୍ୟାରିୟର ଆରମ୍ଭ ରେ ଅକ୍ଷୟ କୁମାର ଅସଫଳ ହେଇଥିଲେ I କିନ୍ତୁ ଫିଲ୍ମ ସୌଗନ୍ଧ ର ଗୀତ ରୁ ସେ ଅଧିକ ଲୋକପ୍ରିୟ ହେଇଥିଲେ I 1991 ରେ ଆସିଥିବା ଫିଲ୍ମ ରେ ଅକ୍ଷୟ କୁମାର ଓ ଶାନ୍ତି ପ୍ରିୟ ସେଥିରେ ବୋଲଡ ସିନ ଦେଇଥିଲେ I

ଇଣ୍ଡଷ୍ଟ୍ରି ରେ ଅକ୍ଷୟ କୁମାର ଙ୍କ ର ଲୋକପ୍ରିୟତା ଆମେ ଦେଖିଚୁ I କିନ୍ତୁ ଅକ୍ଷୟ କୁମାର ଙ୍କ ଏହି ହିରୋଇନ ନିଜ କ୍ୟାରିୟର ରେ ସଫଳ ହେଇ ନ ଥିଲେ I ଦୀର୍ଘ 8 ବର୍ଷ ପରେ ଆକ୍ଟର ସିଦ୍ଧାର୍ଥ ଙ୍କ ସହ ଶାନ୍ତିପ୍ରିୟ ଙ୍କ ର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁହେଁ ବିବାହ କରିଥିଲେ I

ଶାନ୍ତିପ୍ରିୟ ଓ ସିଦ୍ଧାର୍ଥ ପରସ୍ପର ସହ ନିଜ ବୈବାହିକ ଜୀବନ ରେ ବେଶ ଅଧିକ ଖୁସି ରେ ଥିଲେ I 2004 ରେ 40 ବର୍ଷୀୟ ସିଦ୍ଧାର୍ଥ ଙ୍କ ର ହୃତଘାତ ରେ ମୃତ୍ୟୁ ହେଇଥିଲା I ଏହା ର ଦୀର୍ଘ ଦିନ ପରେ 2008 ରେ ଶାନ୍ତିପ୍ରିୟ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଫେରିଥିଲେ I ସିରିଏଲ ମାତା କି ଚୌକି , ଓ ଦ୍ୱାରିକାଧିସ ପରି ସିରିଏଲ ରେ ଅଭିନୟ କରିଥିଲେ I

ବର୍ତମାନ ଶାନ୍ତିପ୍ରିୟ ତାମିଲ ଫିଲ୍ମ ଓ ସିରିଏଲ ରେ ସପୋର୍ଟିଂ ରୋଲ କରୁଛନ୍ତି I ସେ ଅନେକ ସାଉଥ ଫିଲ୍ମ ରେ ମଧ୍ୟ ନଜର ଆସିଛନ୍ତି I ଶାନ୍ତିପ୍ରିୟ ଙ୍କ ର ପ୍ରଥମ ହିନ୍ଦୀ ଫିଲ୍ମ ସୌଗନ୍ଧ ଫ୍ଲପ ହେଇଥିଲା ଏହା ସତ୍ୱେ ମଧ୍ୟ ତାଙ୍କୁ ବଲିଉଡ ରେ କାମ ମିଳିଥିଲା I ଏହା ପରେ ଶାନ୍ତିପ୍ରିୟ ଙ୍କୁ ଫିଲ୍ମ “ଫୁଲ ଔର କଣ୍ଟେ ” , “ବୀରତା” , ଓ ଇକକେ ପେ ଇକକା ପରି ଫିଲ୍ମ ରେ ଅଭିନୟ କରିଥିଲେ I

ଶାନ୍ତିପ୍ରିୟ ଙ୍କ ର ପତି ସିଦ୍ଧାର୍ଥ ରେ ବି ସାନ୍ତରମ ଙ୍କ ର ନାତି ଅଟନ୍ତି I 1992 ରେ ଆସିଥିବା ଫିଲ୍ମ ବଂଶ ରେ ମଧ୍ୟ ସେ ଡେବ୍ୟୁ କରିଥିଲେ I ସିଦ୍ଧାର୍ଥ ଙ୍କ ର ଫିଲ୍ମ ବାଜିଗର ଲୋକ ଙ୍କୁ ଅଧିକ ଲୋକେ ପସନ୍ଦ କରିଥିଲେ I

The post ଅକ୍ଷୟ କୁମାର ଙ୍କର ଏହି ଅଭିନେତ୍ରୀ ପ୍ରଥମ ଫିଲ୍ମରେ ଦେଇଥିଲେ ହଟ ସିନ, ଏବେ ହେଇଯାଇଛନ୍ତି ବିଧବା ବିତାଉଛନ୍ତି ଏପରି ଜୀବନ ଜାଣିଲେ ବିଶ୍ୱାସ ହେବନି appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here